pakka

କଂସାରୀପଡା ମୋଟର ସାଇକେଲ ପୋଡ଼ି ଘଟଣାର ସିସି ଟିଭି ଫୁଟେଜ୍‌ ଲାଗିଲା ପୋଲିସ ହାତରେ : ଜଣେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡାର ମୋଟର ସାଇକେଲ ପୋଡ଼ି ଘଟଣାର ସିସି ଟିଭି ଫୁଟେଜ୍‌ ପୋଲିସ ହାତରେ ଲାଗିିଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ । ସୂଚନାଯୋଗ୍ୟ ଯେ, ଆଜି ସ୍ଥାନୀୟ କଂସାରୀପଡ଼ା ନିବାସୀ ଜ୍ୟୋତିରଂଜନ ବେଦବାଗ ନିଜ ଘର ସାମ୍ନାରେ ମୋଟର ସାଇକେଲ ରଖିଥିବା ବେଳେ ୩ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ଓ ଫେରାର୍‌ ହୋଇଯାଇଥିଲେ ।

Leave A Reply

Your email address will not be published.

fifteen + thirteen =