Daily Archives

ନରସିଂହଙ୍କ ଅଚାନକ ଡୁଡୁକା ଧାନ ବିକ୍ରୟ କେନ୍ଦ୍ର ପରିଦର୍ଶନ : ଧାନକିଣାରେ ଅବ୍ୟବସ୍ଥା ଓ ଦୁର୍ନୀତି ଜଳଜଳ ଦିଶୁଛି…

ସ୍ଥିତିରେ ସୁଧାର ନ ଆଣିଲେ ପରିସ୍ଥିତି ଭୟଙ୍କର ହୋଇପାରେ - ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ଲୋଇସିଂହା ନିର୍ବାଚନ ମଣ୍ଡଳି ସ୍ଥିତ ଆଗଲପୁରର ଡଡୁକା ଠାରେ ଥିବା ଧାନ ବିକ୍ରୟ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଦେଖାଯାଇଥିଲା
Read More...

ମୋବାଇଲ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ କଲେ ବଙ୍ଗାଳୀ ରାଜମିସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜଣେ ବଙ୍ଗାଳୀ ରାଜମିସ୍ତ୍ରୀ । ୱେଷ୍ଟ ବେଙ୍ଗଳରୁ ଆସି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ନିକଟସ୍ଥ ସୋମନାଥନଗର ଠାରେ ଏକ ଭଡା ଘରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିବା କୌଶିକ ଦାଶ ନାମକ ଜଣେ ବଙ୍ଗାଳୀ
Read More...

ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ଗ୍ରାମର ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣା (୭୮)ଙ୍କ ଆଜି ଅପରାହ୍ନରେ ତାଙ୍କ ବାସଭବନରେ ପରଲୋକ ଘଟିଛି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ
Read More...

ଖୁସି ବାଣ୍ଟୁଥିବା ମଣିଷ ବିଭୁତି ସାହୁ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ନୁହଁନ୍ତି ସେ କୌଣସି ଦଳର ରାଜନେତା ବା ନୁହନ୍ତି ସେ କୌଣସି ଅନୁଷ୍ଠାନର ସଭାପତି କିମ୍ବା କର୍ମକର୍ତ୍ତା ତଥାପି ବିନା ଡାକରାରେ ପହଂଚି ଯାଆନ୍ତି କମ୍ବଳ ଖଣ୍ଡିଏ ଧରି ସେହି ମଣିଷ ପାଖରେ ଯାହାର ଶୀତ ଦିନେ ଘୋଡେଇ ହେବାକୁ ଚାଦର ଖଣ୍ଡିଏ ନହିଁ, ବର୍ଷା ଦିନେ
Read More...

୧୬ ତମ ବୁଢାରଜା କ୍ରିକେଟ କପ୍‌ ସମାପନ : ଡଙ୍ଗାଘାଟ ଦଳ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦହିଗାଁ ଗ୍ରାମ ପଚାଂୟତ ବ୍ରାହ୍ମଣଡିହି ଗ୍ରାମ ୧୬ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ବାଦିମାଲ ଏବଂ ଡଙ୍ଗାଘାଟ ମଧ୍ୟରେ ଫାଇନାଲ ମ୍ୟାଚରେ ଡଙ୍ଗାଘାଟ ଦଳ ବିଜୟ ହୋଇଥିଲେ ଏହି ଅବସର ସରପଚଂ ପ୍ରାର୍ଥୀନୀ
Read More...

ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୩ୟ ଦିବସରେ ୧୧୧୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯୭, ସରପଞ୍ଚ ପଦବୀ
Read More...

ସମ୍ଭାବ୍ୟ ତୃତୀୟ ଲହର କରୋନାକୁ ପ୍ରତିହତ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବହୁବିଧ ପଦକ୍ଷେପ

ଦୁଇଅଙ୍କକୁ ଖସିଲା ସଂକ୍ରମଣ : କୋଭିଡ କଟକଣାକୁ ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି । ଜିଲ୍ଲାପାଳ
Read More...

-କିଛି ନାଇଁ ହେଲା-

ସୁଜିତ କୁମାର ସତପଥି କିଛି ନାଇଁ ହେଲାଜୁଗି ନାଇଁ ହେଲା ସମୁଦର୍ଗହଡି ନାଇଁ ହେଲା ନଏଦ୍ଆବ୍‌ରି ନାଇଁ ହେଲା ଭୁବ୍‌ରାହିଟେଇ ନାଇଁ ହେଲା ଗଏଁଠ୍ ଇହାଦେ ଭି ଲହଁପୁଛେ ନଏଦ୍ଆର୍ ଗରିକଁଟା, କୁମ୍‌ନା ଧରିଜୁଗିଛେଁ ତାହାକେସେନେ ଯେ ସମୁଦରର୍ଅଚାଲ୍ ଚାଲ୍ ଭଉଁର୍‌ନେହଜୁଛେ କେତେ ଲହଡାଆର୍
Read More...

ଶତାୟୁ ପୁରୁଷ ଗଜେନ୍ଦ୍ରନାଥ ଜଗଦେବଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ପାଣୀ) : ଘନିପୂର ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମର ଶତାୟୁ ପୁରୁଷ ଗଜେନ୍ଦ୍ରନାଥ ଜଗଦେବଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣ, ସମାଜସେବୀ, ପରୋପକାରୀ, ମେଲାପି ମଣିଷ
Read More...

ସମାଜସେବୀଙ୍କ ବିବାହ ବାର୍ଷିକୀ ଦିବସକୁ ନିଆରା ଢଙ୍ଗରେ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜ ବିବାହର ପ୍ରଥମ ବିବାହ ବାର୍ଷିକୀ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କଲେ ଯୁବ ସମାଜସେବୀ ସୁବ୍ରତ ଖଣ୍ଡୁଆଳ ଓ ଶ୍ୱେତପର୍ଣ୍ଣା ପଟ୍ଟନାୟକ । ଯୁବ ସମାଜକୁ ରକ୍ତଦାନ ଭଳି ମହାନ କାର୍ଯ୍ୟରେ ସାମିଲ ହେବା ଉଦ୍ଦେଶ୍ୟ ରଖି ପ୍ରଥମେ ଭୀମ ଭୋଇ ମେଡିକାଲ କଲେଜର ରକ୍ତ
Read More...