pakka

୧୬ ତମ ବୁଢାରଜା କ୍ରିକେଟ କପ୍‌ ସମାପନ : ଡଙ୍ଗାଘାଟ ଦଳ ବିଜୟୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦହିଗାଁ ଗ୍ରାମ ପଚାଂୟତ ବ୍ରାହ୍ମଣଡିହି ଗ୍ରାମ ୧୬ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ବାଦିମାଲ ଏବଂ ଡଙ୍ଗାଘାଟ ମଧ୍ୟରେ ଫାଇନାଲ ମ୍ୟାଚରେ ଡଙ୍ଗାଘାଟ ଦଳ ବିଜୟ ହୋଇଥିଲେ ଏହି ଅବସର ସରପଚଂ ପ୍ରାର୍ଥୀନୀ ଜ୍ୟୋସ୍ନାମୟୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୟ ଦଳ ଏବଂ ପରାଜୟ ଦଳକୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଦାମ ଦାଶ, ବିରଚିଂ ଗୌନ୍ତିଆ, ମିତ୍ରଭାନୁ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କ୍ରିକେଟ କମିିଟିର ପ୍ରକାଶ, କମଲ, ଜିତୁ ଗୌତମ, କରୁଣା, ମିଳୁ, ଦାମ୍ବୋଦର, ଉପେନ୍ଦ୍ର, ଅକ୍ଷୟ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

twenty + eight =