Daily Archives

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହ ଅଚଳ : ବାରଣ୍ଡାରେ ଗଡୁଛି ମୃତ ଦେହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶବ ସଂରକ୍ଷଣ ଗୃହର ଫ୍ରିଜର ଦୀର୍ଘ ଏକ ବର୍ଷରୁ ଅଧିକ ହେବ ଅଚଳ ହୋଇପଡି ରହିଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ବିଭିନ୍ନ ସମୟରେ ଏଠାରେ ଦୀର୍ଘ ୧୬ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ଶବ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୭ ଜଣ, ବଲାଙ୍ଗିର ବ୍ଲକରୁ ୨୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୫୭ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧ ଜଣ, ବେଲପଡା
Read More...

ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଦେଇଥିବା ବେଳେ କରୋନାର ତୃତୀୟ ଲହରରେ ଓମିକ୍ରନ ଅଧିକ ସଂକ୍ରମିତ କରୁଛି ବୋଲି କହିଛନ୍ତି । ରାଜ୍ୟରେ ୧୦୦ ଜଣରୁ ମାତ୍ର ୨ ଜଣ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ବୋଲି ସେ
Read More...

ଜିଲ୍ଲା ପରିଷଦ ଜୋନ ‘କ’ରୁ କଂଗ୍ରେସ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

ମ.ରାମପୁର, (ହେମନ୍ତ ସାହୁ) : ଆଜି ମ.ରାମପୁର ଜୋନ୍ 'କ'ର କଂଗ୍ରେସ ପ୍ରାର୍ଥୀ ଭାବରେ ଯୁବନେତା ଦୁଷ୍ମନ୍ତ ରଣା ଭବାନୀପାଟଣା ଉପଜିଲ୍ଲାପାଳଙ୍କ ପାଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜୋନ୍‌ ନମ୍ବର ୩୩ରେ କଂଗ୍ରେସ ଜଣେ ଯୁବନେତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ମ.ରାମପୁରର ଜୋନ
Read More...

ମ.ରାମପୁର ବ୍ଲକରେ ତୃତୀୟ ଦିନରେ ୧୧୮ ନାମାଙ୍କନ ପତ୍ର ଦାଖଲ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ଦିନକୁ ଦିନ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆଜି ତୃତୀୟ ଦିନରେ ଏହି ବ୍ଲକରେ ସରପଞ୍ଚ ପଦ ପାଇଁ ୩୦, ସମିତି ସଭ୍ୟ ୧୮ ଓ ୱାର୍ଡ଼ ସଭ୍ୟ ୭୨ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜିଲ୍ଲା ପରିଷଦ ଜୋନ
Read More...

ବଲାଙ୍ଗିରରେ ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତିନିଦିନ ତଳେ ଗୁଣୁପୁର ସେବାସମାଜ ଆଶ୍ରମରେ ସର୍ବୋଦୟନେତ୍ରୀ, ଗାନ୍ଧୀବାଦୀ, ଭୂଦାନକର୍ମି ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ଦେହାନ୍ତ ହୋଇଯାଇଛି । ଆଜି ବଲାଙ୍ଗୀର ସଂସ୍କୃତି କାର୍ଯ୍ୟାଳୟଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ
Read More...

ମ.ରାମପୁର ବ୍ଲକରେ ଆଶାୟୀ ସମିତି ସଭ୍ୟମାନେ ବ୍ଲକ ମୁହାଁ, ସରପଞ୍ଚମାନେ ଗ୍ରାମ ପଞ୍ଚାୟତ ମୁହାଁ

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରାର୍ଥୀ ପତ୍ର ଦାଖଲର ତୃତୀୟ ଦିନ । ଆଜି ତୃତୀୟ ଦିବସରେ ସମିତି ସଭ୍ୟ ଆଶାୟୀମାନଙ୍କ ଗହଳି ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିବା ବେଳେ ଆଶାୟୀ ସରପଞ୍ଚ ଏବଂ ୱର୍ଡ଼ ସଭ୍ୟ ପ୍ରାର୍ଥୀମାନେ ଗ୍ରାମ ପଞ୍ଚାୟତରେ ଭିଡ଼
Read More...

ବଲାଙ୍ଗିର ଜିଲ୍ଲା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ ଦଳ । ତାଲିକା ଅନୁସାରେ ଜୋନ୍‌ ନଂ.୧ରୁ ଗଣେଷ କୁମାର ସାହୁ, ଜୋନ୍‌ ନଂ.୨ରୁ ଧନଞ୍ଜୟ ପଟେଲ, ଜୋନ୍‌ ନଂ.୩ରୁ ସୁଷମା ବାରିକ, ଜୋନ୍‌ ନଂ.୪ରୁ ସୁଶୀଲ ମାଝୀ, ଜୋନ୍‌
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ନିର୍ବାଚନ ପାଇଁ ଦାଖଲ ହେଲା ସମୁଦାୟ ୫୭୧ ନାମାଙ୍କନ ପତ୍ର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ତୃତୀୟ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ
Read More...

କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଯାଦବ ସମାଜ ମହାସଂଘରେ ମୁଖ୍ୟ ଅତିଥି ଭାବେ ତରଣି ସେନ ବେମାଲ, ମନୋଜ ବିହାରି ବଗର୍ତ୍ତୀ ଓ କ୍ଷେତ୍ର ଜାଲ ଅତିଥି ଭାବେ
Read More...