pakka

ବଲାଙ୍ଗିର ଜିଲ୍ଲା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ ଦଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ ଦଳ । ତାଲିକା ଅନୁସାରେ ଜୋନ୍‌ ନଂ.୧ରୁ ଗଣେଷ କୁମାର ସାହୁ, ଜୋନ୍‌ ନଂ.୨ରୁ ଧନଞ୍ଜୟ ପଟେଲ, ଜୋନ୍‌ ନଂ.୩ରୁ ସୁଷମା ବାରିକ, ଜୋନ୍‌ ନଂ.୪ରୁ ସୁଶୀଲ ମାଝୀ, ଜୋନ୍‌ ନଂ.୫ରୁ ମୋହ ନାଗ, ଜୋନ୍‌ ନଂ.୬ରୁ ଗଦିରାମ ସୁନା, ଜୋନ୍‌ ନଂ.୭ରୁ ଯୋଗେଶ୍ୱରୀ ସୁନା, ଜୋନ୍‌ ନଂ.୮ରୁ ପ୍ରଦୀପ କୁମାର ନାଗ, ଜୋନ୍‌ ନଂ.୯ରୁ ଚଂପା ବଗର୍ତ୍ତି, ଜୋନ୍‌ ନଂ.୧୦ରୁ ରଂଜନୀ ଶବର, ଜୋନ୍‌ ନଂ.୧୧ରୁ କୌଶିକ ମେହେର, ଜୋନ୍‌ ନଂ.୧୨ରୁ କବିତା ଭୋଇ, ଜୋନ୍‌ ନଂ.୧୩ରୁ ମୁକ୍ତାଦେଇ ତାଣ୍ଡି, ଜୋନ୍‌ ନଂ.୧୪ରୁ ହେମଲତା ଭୁଏ, ଜୋନ୍‌ ନଂ.୧୫ରୁ ପଦ୍ମିନୀ ସୁନା, ଜୋନ୍‌ ନଂ.୧୬ରୁ ଚନ୍ଦ୍ରମଣି ବାଗ, ଜୋନ୍‌ ନଂ.୧୭ରୁ ଶୁଭ୍ରାଂଶୁ ଶେଖର ପଣ୍ଡା, ଜୋନ୍‌ ନଂ.୧୮ରୁ ବିରୋଧ ତାଣ୍ଡି, ଜୋନ୍‌ ନଂ.୧୯ରୁ ଉମାକାନ୍ତି ମହାନନ୍ଦ, ଜୋନ୍‌ ନଂ.୨୦ରୁ ଓମ୍‌ କୁମ୍ଭାର, ଜୋନ୍‌ ନଂ.୨୧ରୁ ସନ୍ତୋଷ ନାୟକ, ଜୋନ୍‌ ନଂ.୨୨ରୁ ଯଶୋବନ୍ତୀ ବଘାର, ଜୋନ୍‌ ନଂ.୨୩ରୁ ନୀଳେନ୍ଦ୍ରୀ ସେଠ୍‌, ଜୋନ୍‌ ନଂ.୨୪ରୁ ମହେନ୍ଦ୍ର ବରିହା, ଜୋନ୍‌ ନଂ.୨୫ରୁ ମଙ୍ଗଳ ଧରୁଆ, ଜୋନ୍‌ ନଂ.୨୬ରୁ ନୀଳାବତୀ ତାଣ୍ଡି, ଜୋନ୍‌ ନଂ.୨୭ରୁ ସପନେଶ୍ୱର ଭୋଇ, ଜୋନ୍‌ ନଂ.୨୮ରୁ କେତକୀ ବେହେରା, ଜୋନ୍‌ ନଂ.୨୯ରୁ ଗୋପୀ ପାଣିଗ୍ରାହୀ, ଜୋନ୍‌ ନଂ.୩୦ରୁ ନିତ୍ୟାନନ୍ଦ ଯୋଶୀ, ଜୋନ୍‌ ନଂ.୩୧ରୁ ଦ୍ରୋପଦୀ ବେହେରା, ଜୋନ୍‌ ନଂ.୩୨ରୁ ପ୍ରମୋଦ କୁମାର ଭୋଇ, ଜୋନ୍‌ ନଂ.୩୩ରୁ ତନୟା ବେହେରା ଓ ଜୋନ୍‌ ନଂ.୩୪ରୁ ସବିତା କାଲସାଏ ପ୍ରାର୍ଥୀ ହେବେ । ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ଦ୍ୱାରା ଜାରି ଏହି ତାଲିକା ଜାରି କରାଯାଇଛି ।

jay balangir
Leave A Reply

Your email address will not be published.

one × four =

error: Content is protected !!