pakka

କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଯାଦବ ସମାଜ ମହାସଂଘରେ ମୁଖ୍ୟ ଅତିଥି ଭାବେ ତରଣି ସେନ ବେମାଲ, ମନୋଜ ବିହାରି ବଗର୍ତ୍ତୀ ଓ କ୍ଷେତ୍ର ଜାଲ ଅତିଥି ଭାବେ ଉପସ୍ଥିତ ରହି କଅଁସର୍ ଗ୍ରାମ ପଞ୍ଚାୟତ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସଭାପତି ଗଜେନ୍ଦ୍ର ବାଗ, ସମ୍ପାଦକ ହୀରାଧର ଗହିର, କୋଷାଧ୍ୟକ୍ଷ ବେଣୁ ମନହିରାଙ୍କୁ ମନୋନୀତ କରିଥିଲେ । ପଞ୍ଚାୟତସ୍ତରୀୟ ଯୁବ ଯାଦବ ସମାଜ ସଂଗଠନର କର୍ମକର୍ତ୍ତା ଭାବରେ ଗୁରୁବାରୁ ଚନ୍ଦନ, ଦୁଃଖ ନାସନ ବାଗ, ଶୀଦୁଳ ଗୋବିନ୍ଦ ମନହିରାଙ୍କୁ ମନୋନିତ କରାଯାଇଥିଲା । ଏହି ଅବସରରେ ଯାଦବ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four × two =

error: Content is protected !!