Daily Archives

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଜିଲ୍ଲାପାଳଙ୍କ ପାଖରେ ଦାବୀ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମରୁ ୪୦ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ୨୦୧୭ ମସିହାରେ କ' ଫର୍ମରେ ଆବେଦନ କରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୩ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ସବୁ
Read More...

ଚଟୁଅନକା ଯୁବ ସଂଗଠନ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଟୁଅନକା ଯୁବ ସଂଗଠନ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତର ଯୁବକମାନଙ୍କୁ ନେଇ ଗଠିତ ଯୁବ ସଂଗଠନ ତରଫରୁ ଗାଁର ତାରିଣୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ମାସ୍କ
Read More...

ହନି ଟ୍ରାପ୍‌ ରାକେଟର ପର୍‌ର୍ଦ୍ଦାଫାସ କଲା କଟକ ଲାଲ୍‌ବାଗ ଥାନା ପୋଲିସ

କଟକ : ହନି ଟ୍ରାପ୍‌ ରାକେଟର ପର୍‌ର୍ଦ୍ଦାଫାସ କରିଛି କଟକ ଲାଲ୍‌ବାଗ ଥାନା ପୋଲିସ । ଏଥିରେ ପୋଲିସ ୩ ଅଭିଯୁକ୍ତ ଗିରଫ କରିଥିବା ବେଳେ ଘଟଣାରେ ସଂପୃକ୍ତ ଜଣେ ଯୁବତୀ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ରହିଥିବା ବେଳେ
Read More...

ପାନ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନସ୍ଥିତ ଜାଦବ ଭବନ ନିକଟସ୍ଥ ପାନ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଭୋର ସକାଳୁ ତାଲା କାଟି ନେଇଗଲେ ପାଖାପାଖି ୪୦ ହଜାର ଟଙ୍କାର ସାମାନ । ସୂଚନା ଅନୁଯାଇ ଦୋକାନ୍‌ ମାଲିକ ସକାଳୁ ଦୋକାନ ଖୋଲିବା ପାଇଁ ଆସିଥିଲେ ଏହି ସମୟରେ ତାଲା କାଟା
Read More...

ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀ ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଓ ତଦନୁସାରେ ଆସନ୍ତା ଫେବୃୟାରୀ ୧୬ ତାରିଖଠାରୁ ଫେବୃୟାରୀ ୨୪ ତାରିଖ ମଧ୍ୟରେ
Read More...

କାଇଁଚପୁର ପାଞ୍ଚାୟତର ବିକାଶ ପାଇଁ ଦୁଇ ମହିଳା ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ ଦୁଇ ମହିଳା ନେତ୍ରୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ବଡ଼ କାଇଁଚପୁରର ସରପଞ୍ଚ ପ୍ରାର୍ଥିନୀ କେ.ପୁନମ ରେଡ୍ଡୀ ଓ ମାଳିଜଗନ୍ନାଥପୁର ଗ୍ରାମର ମଞ୍ଜୁ ମହାପାତ୍ର ସମିତିସଭ୍ୟା ପ୍ରାର୍ଥିନୀ ଭାବେ
Read More...

ସରପଞ୍ଚ ପଦବୀ ନିଲାମ ପ୍ରସଙ୍ଗ : ଘଟଣାର ଅନୁଧ୍ୟାନ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଲେ ବଲାଙ୍ଗିର…

ବଲାଙ୍ଗିର : ବଲାଙ୍ଗିରରେ ସରପଞ୍ଚ ନିଲାମୀ ପ୍ରସଙ୍ଗ ସାରା ଓଡ଼ିଶାରେ ଆଲୋଚନାର ବିଷୟ ପାଲଟି ଥିବାବେଳେ ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି । ଗତକାଲି ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିଲେଇସର୍ଡା ଗାଁକୁ
Read More...

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିରିଗିଣି ନିକଟରେ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ଟଣକା ଗାଁର ଶ୍ରୀକାନ୍ତ ମଲ୍ଲିକ ଏକ ପାୱାର ଟିଲର କିଣିବାକୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା
Read More...

କେହି ଯଦି ଆତ୍ମହତ୍ୟା କରିବାକୁ ଯାଉଥିବା ଆପଣଙ୍କ ନଜରକୁ ଆସେ, ତେବେ ତା’ର ଜୀବନ ରକ୍ଷା ଜରୁରୀକାଳୀନ ନମ୍ବର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୀବନଠୁ କୌଣସି ଜିନିଷ ମୂଲ୍ୟବାନ ନୁହେଁ । ଯଦି କେହି ଲୋକ ଏପରି ଆତ୍ମହତ୍ୟା କରିବାକୁ ଯାଉଥିବା ଆପଣଙ୍କ ନଜରକୁ ଆସେ, ତେବେ ତା'ର ଜୀବନ ରକ୍ଷା ପାଇଁ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଜରୁରୀକାଳୀନ ନମ୍ବର ୧୧୨କୁ କଲ କରନ୍ତୁ ବୋଲି ଓଡ଼ିଶା ପୋଲିସ ବିଭାଗ
Read More...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଭୟଭୀତ ନ ହୋଇ କୋଭିଡ ନିୟମାବଳୀକୁ ପାଳନ କରିବା
Read More...
error: Content is protected !!