csstore

କେହି ଯଦି ଆତ୍ମହତ୍ୟା କରିବାକୁ ଯାଉଥିବା ଆପଣଙ୍କ ନଜରକୁ ଆସେ, ତେବେ ତା’ର ଜୀବନ ରକ୍ଷା ଜରୁରୀକାଳୀନ ନମ୍ବର ୧୧୨କୁ କଲ କରନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୀବନଠୁ କୌଣସି ଜିନିଷ ମୂଲ୍ୟବାନ ନୁହେଁ । ଯଦି କେହି ଲୋକ ଏପରି ଆତ୍ମହତ୍ୟା କରିବାକୁ ଯାଉଥିବା ଆପଣଙ୍କ ନଜରକୁ ଆସେ, ତେବେ ତା’ର ଜୀବନ ରକ୍ଷା ପାଇଁ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଜରୁରୀକାଳୀନ ନମ୍ବର ୧୧୨କୁ କଲ କରନ୍ତୁ ବୋଲି ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.