Daily Archives

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟରେ ଅନୁଷ୍ଠିତ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ଦିନରେ ବରଗଡ଼ ଜିଲ୍ଲାରେ ୧୧୯ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟସଭ୍ୟା ପଦ ପାଇଁ ସର୍ବାଧିକ ୧୦୧ ଜଣ
Read More...

ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଦିନରେ ୨୭୬ଟି ନାମାଙ୍କନ ପତ୍ର ଦାଖଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ପ୍ରଥମ ଦିନରେ ସମୁଦାୟ ୨୭୬ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ୱାର୍ଡ ମେମ୍ବର ପଦବୀ ପାଇଁ ୨୨୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ସରପଂଚ ପଦବୀ ପାଇଁ ୨୬ଟି
Read More...

ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ସ୍ଥଗିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଳିତ ନାୟକ ସ୍ମୃତି ସପ୍ତାହ ପାଳନ ଅବସରରେ ଆସନ୍ତାକାଲି ହେବାକୁ ଥିବା ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ କରୋନା ମହାମାରୀ ଓ ନିର୍ବାଚନ ଆଚରଣ ବିଧି ହେତୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ତାଙ୍କ ପ୍ରଥମ ଶ୍ରାଦ୍ଧ
Read More...

ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିିୟା ଆରମ୍ଭ : ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଉପଜିଲ୍ଲାପାଳଙ୍କ ପାଖରେ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଯାଇଛି । କୋଭିଡ ଗାଇଡ୍‌ ଲାଇନ୍‌ ପାଳନ ସହ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା
Read More...

କର୍ଲାମୁଣ୍ଡା ବ୍ଲକରେ ପ୍ରଥମ ଦିନରେ ଜଣେ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସୋମବାରଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ୧୨ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୩ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ
Read More...

ବଲାଙ୍ଗିର ପୌରାଂଚଳରେ ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ସର୍ବାଧିକ ୯ ଜଣ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି । ତେବେ ୱାର୍ଡ ନଂ.୨୧ରୁ ଜଣେ, ୱାର୍ଡ ନଂ. ୧, ୧୦, ୧୨ ଏବଂ ୧୫ରୁ ୨ ଜଣ ଲେଖାଏଁ, ୱାର୍ଡ
Read More...

ଗୁରୁଣ୍ଡାରେ ସମାଜ ସେବା ଦିବସ ପାଳିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକର ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତର ଗୁରୁଣ୍ଡା ଗ୍ରାମଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଏବଂ ଜୟ ଜଗନ୍ନାଥ ଯୁବକ ସଂଘ ଗୁରୁଣ୍ଡାର ଆନୁକୂଲ୍ୟରେ ଜାତୀୟ ଯୁବ ସପ୍ତାହ ଅବସରରେ ସମାଜ ସେବା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ବିପଦପୂର୍ଣ୍ଣ ଅବସ୍ଥାରେ ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁର ଲୁହା ପୋଲ

ବରଗଡ଼, (ନିରୋଜ କୁମାର ପାଣୀ) : ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି ବରଗଡ଼ ମୁଖ୍ୟ କେନାଲ ଉପରେ ଥିବା ଦେଓଗାଁରୁ ବିଛୁଆକୁ ସଂଯୋଗ କରୁଥିବା ଏହି ଲୁହା ପୋଲ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ ଏହି ପୋଲ ସ୍ଥାନୀୟ ଲୋକଙ୍କ ପାଇଁ
Read More...

ପଂଚାୟତ ସଂରକ୍ଷଣରୁ ବାଦ ପ୍ରତିବାଦରେ କେନ୍ଦୁମୁଣ୍ଡି ପଂଚାୟତରେ ତାଲା ପକାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ ବ୍ଲକର ପ୍ରାୟ ୩୦ଟି ପଂଚାୟତକୁ ଗଣ ଧାରଣା ସମେତ ଆଜି କେନ୍ଦୁମୁଣ୍ଡି ଘୁଛେପାଲି ଏବଂ ମୁଣ୍ଡମହୁଲ ପଂଚାୟତରେ ଗଣ ଧାରଣା ଆଦିବାସୀ କଲ୍ୟାଣ ସଂଘ ସରକାର
Read More...

ସୁବର୍ଣ୍ଣପୁରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

କୋଭିଡ କଟକଣାରେ ପାଳନ ହେବ ସାଧାରଣତନ୍ତ୍ର ଦିବସ-୨୦୨୨ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୦୩.୦୦ ଘ. ସମୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ୟ୍ୟାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଶ୍ରୀମତୀ ଅବୋଲୀ ସୁନିଲ
Read More...