Daily Archives

ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ କମ୍ବଳ ଓ ବିସ୍କୁଟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ସାହୁଙ୍କ ଦିବଙ୍ଗତ ମାତା ସ୍ୱର୍ଗତ ପ୍ରତିଭା ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଜଗଦା ସ୍ଥିତ ବିର୍ସା ମୁଣ୍ଡା ବିଦ୍ୟାପୀଠଠାରେ ଗରିବ ବୃଦ୍ଧ, ବୃଦ୍ଧା ଓ ଛୋଟ ଛୋଟ ପିଲାଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮ : ଆସନ୍ତୁ ଜାଣିବା କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ୪୪ଜଣ, ବଙ୍ଗୋମୁଣ୍ଡା
Read More...

ଜୟତରୁଣ ଯୁବକ ସଙ୍ଘ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ : ଶାନ୍ତି ଶୃଙ୍ଖଳିତ ସମାଜ ଗଠନ ପାଇଁ ଯୁବ ଶକ୍ତିର ଆବଶ୍ୟକ

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମଠାରେ ଆଜି ଜୟତରୁଣ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ଅବସରରେ ଶାନ୍ତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଜୋନସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ନମ୍ବର ୧୮ର ଜୋନସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଆକର୍ଷଣ ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ତଥା ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା
Read More...

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର, ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବୀ

ନୂଆପଡ଼ା, (ନିରାକର ମେହେର) :ସିନାପାଲି ବ୍ଲକ କଇଟପଦର ପଞ୍ଚାୟତ ହଲଦୀମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଅଦିନିଆ ବର୍ଷାରେ ଭାଙ୍ଗି ଭୁଶୁଡି ପଡିବା ଦ୍ୱାରା ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକ ହଲଦୀମୁଣ୍ଡା ଗ୍ରାମର ଭିନ୍ନକ୍ଷମ ରାଏ ସିଂ ଗହୀର
Read More...

କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା : ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ

ନୁଆପଡା, (ନିରାକାର ମେହେର) : କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସର୍ଭିସ ରାଇଫଲକୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ । ସୂଚନାନୁସାରେ, କୋମନା ଥାନା ଅଞ୍ଚଳରେ ଥିବା
Read More...

ଡା. ଶ୍ୟାମସୁନ୍ଦର ଦାସଙ୍କ ନବମ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଡାକ୍ତର ଶ୍ୟାମସୁନ୍ଦର ଦାସ ଥିଲେ ଅଜାତଶତ୍ରୁ । ନିଷ୍କପଟ ସମାଜସେବା ତାଙ୍କୁ ଅମର କରି ରଖିଛି ବୋଲି ତାଙ୍କର ସ୍ମୃତିଚାରଣ ସଭାରେ ଅତିଥିମାନେ ମତ ରଖିଥିଲେ । ଡା.ଶ୍ୟାମସୁନ୍ଦର ଦାସ ମେମୋରିଆଲ ଟ୍ରଷ୍ଟ, ଜଗଦା ପକ୍ଷରୁ ଦିବଙ୍ଗତ ଡାକ୍ତର ଶ୍ୟାମସୁନ୍ଦର
Read More...

ପରମ୍ପରାର ଗଣପର୍ବ ପୁଷ୍‌ପୁନିରେ ସାମିଲ ହେଲେ ନରସିଂହ : ପୂର୍ବ ବର୍ଷ ପରି ଏଥର ମଧ୍ୟ ଘରକୁ ଘର ବୁଲି ଖୁଆଇଲେ ପିଠା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଷ୍‌ପୁନି ପଶ୍ଚିମ ଓଡିଶାର ଗାଁରୁ ସହର ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏକ ଗଣ ପର୍ବ । ପ୍ରାୟତଃ ଦେଖାଯାଏ ଅଂଚଳର କୃଷକ ତାର ବହୁ କଷ୍ଟ ଲବ୍ଧ ଫସଲ ଅମଳ ସରିବା ପରେ ଘରକୁ ନିଏ ତାର ଖୁସିରେ ପ୍ରତ୍ୟେକ ଚାଷୀ ପରିବାର ଘରେ ଘରେ ପିଠା ମଣ୍ଡା କରି ଏହି ପର୍ବ
Read More...

ନାମାଙ୍କନପତ୍ର ଦାଖଲ ସହିତ ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ଉଷ୍ଣତା ବଢ଼ିଲା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ
Read More...

ମ.ରାମପୁର ବ୍ଲକ : ପ୍ରଥମ ଦିନରେ ୧୪ ପ୍ରାର୍ଥୀପତ୍ର ଦାଖଲ

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନ । ଆଜିଠାରୁ ହିଁ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଗୁଡ଼ିକରେ ଆରମ୍ଭ ହୋଇଗଲାଣି ସରଗରମ ରାଜନୀତି । ତେବେ ଆଜି ପ୍ରଥମ ଦିବସରେ ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀମାନେ ଫର୍ମ ସଂଗ୍ରହ
Read More...