pakka

ମ.ରାମପୁର ବ୍ଲକ : ପ୍ରଥମ ଦିନରେ ୧୪ ପ୍ରାର୍ଥୀପତ୍ର ଦାଖଲ

bbehera

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନ । ଆଜିଠାରୁ ହିଁ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଗୁଡ଼ିକରେ ଆରମ୍ଭ ହୋଇଗଲାଣି ସରଗରମ ରାଜନୀତି । ତେବେ ଆଜି ପ୍ରଥମ ଦିବସରେ ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀମାନେ ଫର୍ମ ସଂଗ୍ରହ କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ଆଜି ପ୍ରଥମ ଦିନରେ ମ.ରାମପୁର ବ୍ଳକର ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତରେ ଜଣେ ସରପଞ୍ଚ, ସାଇଦଲଙ୍ଗା ଏବଂ ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତର ଦୁଇଜଣ ସମିତି ସଭ୍ୟ ଏବଂ ୧୧ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

4 + five =