Daily Archives

ସଇଁନ୍ତଲା-ଟିଟିଲାଗଡ଼ ଲାଂଥ ନଦୀ ବ୍ରିଜ ଭିତ୍ତିପ୍ରସ୍ତର ସ୍ଥାପନ କଲା କିଏ ? ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ଗାଁ ଠୁ ସହର ଏବେ ନେତା ମନ୍ତ୍ରୀଙ୍କ ପଡୁଛି ପାଦ । ନିର୍ବାଚନକୁ ନେଇ ଜୋର ସୋରେ ରାଜନୀତି ଆରମ୍ଭ ମଧ୍ୟ ହେଲାଣି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା-ଟିଟିଲାଗଡ଼ ରୋଡ଼ ଲାଂଥ ନଦୀ ବ୍ରିଜର ଭିତ୍ତି ପ୍ରସ୍ତରକୁ ନେଇ
Read More...

ଫେବୃୟାରୀ ୨୦ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ

ଚଣ୍ଡିଗଡ଼ : ଫେବୃୟାରୀ ୨୦ରେ ହେବ ନିର୍ବାଚନ । ପୂର୍ବରୁ ୧୪ ଫେବୃୟାରୀରେ ନିର୍ବାଚନ ହେବା ଲାଗି ଘୋଷଣା କରାଯାଇଥିବା ବେଳେ କେନ୍ଦ୍ର ନିର୍ବାଚନ କମିଶନ ଏହାକୁ ବଦଳାଇ ଫେବୃୟାରୀ ୨୦ ଘୋଷଣା କରିଛନ୍ତି । ହେଲେ ଭୋଟ ଗଣତି ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ମାର୍ଚ୍ଚ ୧୦ରେ ହେବ ବୋଲି ଜଣାପଡିଛି ।
Read More...

ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଡାକ୍ତର ସ୍ୱାମୀ ସମଗ୍ର ସମ୍ପତ୍ତି ଦାନ କଲେ

ନୂଆଦିଲ୍ଲୀ : ବିବାହ ସମୟରେ ହୋମ କୁଣ୍ଡରେ ସାତ ଥର ପଇଁତରା ମାରିବା ବେଳେ ପ୍ରତ୍ୟେକ ଦମ୍ପତି ଜୀବନର ପ୍ରତ୍ୟେକ ନିଷ୍ପତ୍ତିରେ ପରସ୍ପରକୁ ସମର୍ଥନ କରିବା ପାଇଁ ଏକ ଶପଥ ନିଅନ୍ତି । ଅଥଚ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଶପଥକୁ ଭୁଲିଯାଆନ୍ତି । କିନ୍ତୁ କିଛି ସ୍ୱାମୀ-ସ୍ତ୍ରୀ ଅଛନ୍ତି
Read More...

ୱେଷ୍ଟ ଜୋନ୍‌ ତାଇକୋଣ୍ଡୋ ଚାମ୍ପିଆନସିପରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରଠାରେ ୱେଷ୍ଟ ଜୋନ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଚ ତଥା ବଲାଙ୍ଗିର ଜିଲ୍ଲା ତାଇକୋଣ୍ଡୋ ଏସୋସିଏସନର ସମ୍ପାଦକ ଅସିମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୩
Read More...

କପିଳେଶ୍ୱର ଯୁବକ ସଂଘର ଜାତୀୟ ଯୁବ ସମାବେଶ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମଠାରେ ଆଜି କପିଳେଶ୍ୱର ଯୁବକ ସଂଘର ଯୁବ ସମାବେଶ ଓ ବାର୍ଷିକ ଉତ୍ସବ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ
Read More...

କରୋନା ମହାମାରୀ ସଂପର୍କରେ ଆମେରିକୀୟ ବୈଜ୍ଞାନିକଙ୍କ ଆଶ୍ୱସ୍ତ ଖବର

ନୂଆଦିଲ୍ଲୀ : କରୋନା ମହାମାରୀର ତୃତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଏହି ଲହର ପଛରେ ରହିଛି କରୋନାର ଓମିକ୍ରନ୍ ଭାରିଆଣ୍ଟ ବୋଲି କୁହାଯାଉଛି । ଯଦିଓ କରୋନା ଟୀକା ଆସିଛି, କିନ୍ତୁ ମହାମାରୀ ସମାପ୍ତ ହେଉନାହିଁ । ଏହା ଉପରେ ଆମେରିକାର ଜଣେ ବୈଜ୍ଞାନିକ ଆଶ୍ୱସ୍ତ ଖବର
Read More...

ଜଣେ ୧୧ ବର୍ଷ ବୟସର ଶିଶୁଙ୍କ ଆତ୍ମହତ୍ୟା ପରେ ମଧ୍ୟପ୍ରଦେଶ ସରକାର ଅନଲାଇନ୍ ଗେମିଂ ଉପରେ ଆଇନ ଆଣିବେ

ଭୋପାଳ : ଭୋପାଳରେ ଜଣେ ୧୧ ବର୍ଷର ବାଳକ ଆତ୍ମହତ୍ୟା କରିବା ପରେ ମଧ୍ୟପ୍ରଦେଶ ସରକାର ଅନଲାଇନ୍ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ଆଣିବେ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଘୋଷଣା କରିଛନ୍ତି । ଅନ୍‌ଲାଇନ୍ ମୋବାଇଲ ଖେଳର ନିଶା ଯୋଗୁଁ ଜଣେ ୧୧ ବର୍ଷର ବାଳକ ଭୋପାଳରେ
Read More...

କୃଷକଙ୍କ ମୁଣ୍ଡ କାଟି ହତ୍ୟା, ନିଜ ତିନି ଭାଇ ହତ୍ୟାରେ ସାମିଲ ଥିବା ଅଭିଯୋଗ

ହାର୍‌ଦୋଇ : ଉତ୍ତରପ୍ରଦେଶର ହାର୍‌ଦୋଇର ବାଘୋଲି ଅଞ୍ଚଳର କୋଇଲିପୁରୱା ମୌଜା ଆଥୋଆ ଗାଁରେ ବଜାରକୁ ଯାଇଥିବା ଜଣେ ଚାଷୀଙ୍କ ମୁଣ୍ଡ ଛେଚି ହତ୍ୟା କରିଥିବା ଏକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଶନିବାର ସକାଳେ ଗାଁ ବାହାରେ ଥିବା
Read More...

ବରଗଡ଼ର କଳାକାର ଏମ୍‌.ରାମକ୍ରିଷ୍ଣା ତେଲୁଗୁ ସିନେମା ‘ପୁଷ୍ପା’ରେ

ବରଗଡ଼ : ସର୍ବଭାରତୀୟ ସ୍ତରରେ ବକ୍ସ ଅଫିସ୍‌ରେ ବେଶ୍‌ ଚର୍ଚ୍ଚାରେ ରହିଛି ତେଲୁଗୁ ସିନେମା ‘ପୁଷ୍ପା’ । ବରଗଡ଼ର ଜଣେ କଳାକାର ଏହି ସିନେମା ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତିି । ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି ଏହି ସିନେମା । ବଡ଼
Read More...