pakka

ଜଣେ ୧୧ ବର୍ଷ ବୟସର ଶିଶୁଙ୍କ ଆତ୍ମହତ୍ୟା ପରେ ମଧ୍ୟପ୍ରଦେଶ ସରକାର ଅନଲାଇନ୍ ଗେମିଂ ଉପରେ ଆଇନ ଆଣିବେ

bbehera

ଭୋପାଳ : ଭୋପାଳରେ ଜଣେ ୧୧ ବର୍ଷର ବାଳକ ଆତ୍ମହତ୍ୟା କରିବା ପରେ ମଧ୍ୟପ୍ରଦେଶ ସରକାର ଅନଲାଇନ୍ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ଆଣିବେ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଘୋଷଣା କରିଛନ୍ତି । ଅନ୍‌ଲାଇନ୍ ମୋବାଇଲ ଖେଳର ନିଶା ଯୋଗୁଁ ଜଣେ ୧୧ ବର୍ଷର ବାଳକ ଭୋପାଳରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେବା ପରେ ରାଜ୍ୟ ସରକାର ଅନଲାଇନ୍ ଗେମିଂ ନିୟନ୍ତ୍ରଣ କରିବା ପାଇଁ ଏକ କାର୍ୟ୍ୟାନୁଷ୍ଠାନ ଆଣିବେ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

five × three =