ବଲାଙ୍ଗିର ପୌରାଂଚଳରେ ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ସର୍ବାଧିକ ୯ ଜଣ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି । ତେବେ ୱାର୍ଡ ନଂ.୨୧ରୁ ଜଣେ, ୱାର୍ଡ ନଂ. ୧, ୧୦, ୧୨ ଏବଂ ୧୫ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ. ୩, ୧୧ ଏବଂ ୧୯ରୁ ୩ଜଣ ଲେଖାଏଁ, ୱାର୍ଡ ନଂ. ୫, ୧୮ ଏବଂ ୨୦ରୁ ୪ଜଣ ଲେଖାଏଁ, ୱାର୍ଡ ନଂ. ୪ରୁ ୫ଜଣ ଏବଂ ୱାର୍ଡ ନଂ. ୨ରୁ ୯ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.

thirteen + nine =