pakka

ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ସ୍ଥଗିତ

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଳିତ ନାୟକ ସ୍ମୃତି ସପ୍ତାହ ପାଳନ ଅବସରରେ ଆସନ୍ତାକାଲି ହେବାକୁ ଥିବା ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ କରୋନା ମହାମାରୀ ଓ ନିର୍ବାଚନ ଆଚରଣ ବିଧି ହେତୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆସନ୍ତା କାଲି ସଂନ୍ଧ୍ୟା ୫ଟାରେ ପିପି ଏକାଡେମୀଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଏଣୁ ସମସ୍ତେ ଉପସ୍ଥିତ ରହିବା ପାଇଁ ପକ୍ଷରୁ ଅନୁରୋଧ କରାଯାଇଛି ।

pp
Leave A Reply

Your email address will not be published.

3 × one =