Daily Archives

ବଲାଙ୍ଗିରର ଝିଅ ଜାଗୃତି ପାଇଲେ ଜୁନିୟର ଫେଲୋସିପ୍ ଆୱାର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଝିଅ ଜାଗୃତି ରଥ ପାଇଛନ୍ତି ଜୁନିୟର ଫେଲୋସିପ୍ ଆୱାର୍ଡ । ତେବେ ତାଙ୍କ ଲୋକ ନୃତ୍ୟରେ ପାରଦର୍ଶିତା ଯୋଗୁଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସେ ଏହି ଆୱାର୍ଡ ପାଇଥିବା ସୂଚନା ମିଳିଛି । ତାଙ୍କର ଏହି ସଫଳତା ଯୋଗୁଁ ତାଙ୍କ ପାଖକୁ
Read More...

ଉଦ୍‌ଘାଟିତ ହେଲା ବଲାଙ୍ଗିର ସହରର ବିକ୍ରମ ହାଇଟ୍‌ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିକ୍ରମ ଛକ ଠାରେ ଅତ୍ୟାଧୁନିକ ମାର୍କେଟ କମ୍ପେ୍ଲକ୍ସ ବିକ୍ରମ ହାଇଟ୍‌ସ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର
Read More...

ଦିଲ୍ଲୀରେ ରେଷ୍ଟୁରାଣ୍ଟ ଏବଂ ବାର୍‌ ବନ୍ଦ କରିବାକୁ ନିଷ୍ପତ୍ତି, ଡ଼ିଡ଼ିଏମ୍‌ଏ ନୂତନ ପ୍ରତିବନ୍ଧକ ଲଗାଇଲେ

ନୂଆଦିଲ୍ଲୀ : ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଊଊଗଇ)ର ବୈଠକ ପରେ ଦିଲ୍ଲୀରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ସୋମବାର କଟକଣାକୁ ଅଧିକ କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଷ୍ଟୁରାଣ୍ଟ ଏବଂ ବାର୍‌ଗୁଡିକ ବନ୍ଦ
Read More...

ବିହାର ସିଏମ ନୀତୀଶ କୁମାର କରୋନା ପଜିଟିଭ୍‌

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ବିହାରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ କରୋନା ପରୀକ୍ଷାରେ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶରେ ସେ ଘରେ ଅଲଗା ରହିଛନ୍ତି । କୋଭିଡ ପାଇଁ
Read More...

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ମହିଳା ଆସନ ସଂରକ୍ଷିତ : ୨୨ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସରକାର ଏ ନେଇ ଆବଶ୍ୟକ ପ୍ରସ୍ତୁତି ଜାରୀ ରଖିଛନ୍ତି । ଏ କ୍ରମରେ ପ୍ରାଥମିକ ସଂରକ୍ଷିତ ତାଲିକାକୁ ବ୍ୟାପକ ପରିବର୍ତନ କରାଯାଇ ଚୂଡାନ୍ତ ତାଲିକା ଗତ
Read More...

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିସନର୍‌ : ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ଆସିପାରେ ବିଜ୍ଞପ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ରାଜଭବନରେ ଭେଟିଛନ୍ତି ରାଜ୍ୟ ନିର୍ବାଚନ କମିସନର । ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟପାଳଙ୍କ କରିଛନ୍ତି ଆଲୋଚନା । ତେବେ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ବିଜ୍ଞପ୍ତି
Read More...

ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା : ପଥରରେ ଛେଳିର ମୁଣ୍ଡକୁ ଛେଚି ବଳି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ପଂଚାୟତ ଉର୍ଲଦାନୀ ପଂଚାୟତର ଗଣ୍ଡ ସଂପ୍ରଦାୟର ବୁଢାଦେଓ ଯାତ୍ରା ରୀତିନୀତି ମତେ ଅନୁଷ୍ଠିତ ହେଇଯାଇଛି । ପ୍ରତିବର୍ଷ ପୌଷମାସରେ ହେଉଥିବା ଏହି ପର୍ବକୁ ବୁଢାଦେଓ ଯାତ୍ରା ବା ଖଳା ଯାତ୍ରା ନାମରେ ବେଶ ଜଣାଶୁଣା
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନକାରୀଙ୍କ ଅଡ଼ିସନ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଳାସଂସ୍କୃତି ସଂଘ ତରଫରୁ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନକାରୀଙ୍କ ଅଡ଼ିସନ୍ ବ୍ଳକ ସଭାଗୃହରେ ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ବିଡ଼ିଓ ତଥା କଳାସଂସ୍କୃତି ସଂଘର ସଭାପତି ଉତ୍ତମ କୁମାର ବାଗଙ୍କ
Read More...

ଏସ୍‌ଇସିସି ତାଲିକାରେ ନାମ ନଥିବା ନେଇ ବିଡ଼ିଓଙ୍କ ପାଖରେ ଅଭିଯୋଗ

ମ.ରାମପୁର, (ହେମନ୍ତ ସାହୁ) : ସରକାର ଅନେକ ଯୋଜନା କରନ୍ତି, ଗରୀବ ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ । ତେବେ ଅନେକ ଜାଗାରେ ତାହା ଉପଯୁକ୍ତ ହିତାଧିକାରୀଙ୍କ ପାଖରୁ ବଞ୍ଚିତ ରୁହେ । ନିହାତି ଆବଶ୍ୟକ ଥିବା ଲୋକଟିଏ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୁଏ । ସେହିଭଳି
Read More...

ଆସନ୍ତା କାଲି ଶୁଲିଆ ଯାତ୍ରା : ପଡ଼ିବ ବଳି, କୋଭିଡ୍‌ କଟକଣା ଭିତରେ ଯାତ୍ରା, ବାତିଲ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ର ପ୍ରସିଦ୍ଧ ଶୁଲିଆ ଯାତ୍ରା ଆସନ୍ତା କାଲି ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୬୩ଟି ଗାଁର ଲୋକେ ଯୋଗଦେଇ ନିଜ ନିଜ ମତାମତ ଦେଇଥିଲେ । ମିଳିତ ମଞ୍ଚ ସଭାପତି
Read More...