Daily Archives

ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା : ସମ୍ବଲପୁର ଜେସିସିକୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ହାଇସ୍କୁଲ ପଡିଆରେ ଚାଲିଥିବା ଆନ୍ତଃ ରାଜ୍ୟ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ସମ୍ବଲପୁର ଜେସିସିକୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ
Read More...

କ୍ଷୁଦ୍ର ଚଳଚିତ୍ର ପାଗଳ ପ୍ରେମୀର ସୁଟିଙ୍ଗ୍‌ ଶେଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଚଳଚ୍ଚିତ୍ର ପାଗଳ ପ୍ରେମୀର ସୁଟିଙ୍ଗ ଶେଷ ହୋଇଯାଇଛି ।ପ୍ରେମ ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ହୀରାଧର ଗହୀର ରଚନା କରିଥିବା ବେଳେ ଅଜିତ କୁମାର ସାହୁ ଓ ଶୁଭଲଷ୍ମୀ ସାହୁ କଣ୍ଠଦାନ କରିଛନ୍ତି ।
Read More...

ସଡକ ଦୁର୍ଘଟଣା : ୧ ମୃତ ଓ ୨ ଗୁରୁତର

ବରଗଡ, (ନିରୋଜ କୁମାର ପାଣୀ) : ଲାଉମୁଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୂସାରେ ମୃତ ବ୍ୟକ୍ତି ଜଣକ ହେଲେ ବରିଷ୍ଠ ବିଜେଡି ନେତା ନାରାୟଣ ସାହୁଙ୍କ ପୁତୁରା ଯୁଧିଷ୍ଠିର ସାହୁ(୩୫) ଓ ତାଙ୍କର ପୁଅ ସଂଜୀବ ସାହୁ ଗୁରୁତର ଆହତ
Read More...

କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦିନିକିଆ କନ୍ଧମାଳ ଗସ୍ତ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ୍‌ର ମୁଣ୍ଡିଗଡ଼ ମାନସିଂ ମିନି ଷ୍ଟାଡିୟମରେ ବାୟୁସେନା ହେଲିକେପ୍ଟରରେ ପହଁଚି
Read More...

ମଧ୍ୟରାତ୍ରରେ ଘରପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭଷ୍ମୀଭୂତ

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଗୁଆବାହାଲ ଗ୍ରାମର ଇନ୍ଦ୍ରମଣୀ ରଣାଙ୍କ(୬୫) ୨ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସଂପତି ଭଷ୍ମୀଭୂତ ହୋଇଛି । ଘଟଣାରୁ ଜଣାଯାଏ ଯେ ରବିବାର ରାତ୍ର ୧ଘଣ୍ଟା ସମୟରେ ଗ୍ରାମର ଇନ୍ଦ୍ରମଣୀଙ୍କ ଘରରେ ନିଆଁ ଜଳୁଥିବା ଦେଖି
Read More...

କରୋନା ସଚେତନତା ରଥ ଏବଂ ଟୀକାବହନ ଯାନର ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସାଢେ ୧୦ଟା ସମୟରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସଚେତନତା ରଥ ଏବଂ ଟୀକାବାହାନ ରଥକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ସୁରେନ୍ଦ୍ର ପରକିଆ ଶୁଭାରମ୍ଭ କରିଛନ୍ତି । କରୋନାର ଦ୍ଵିତୀୟ ଲହରୀ ଯାଇଛି କି ନାହିଁ, ପୁଣି ନୂଆଁ
Read More...

ମ.ରାମପୁରେ ବେଡ଼ମିଣ୍ଟନ ପ୍ରତିଯୋଗିତା : ସିଜନ୍ ଦୁଇ

ମ.ରାମପୁର (ହେମନ୍ତ ସାହୁ) : ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ ତରଫରୁ ବେଡ଼ ମିଣ୍ଟନ ସିଜନ ଦୁଇ ଅବସରରେ ବେଡ଼ ମିଣ୍ଟନ ପ୍ରତିଯୋଗିତା ହାଇସ୍କୁଲ ଛକ ନିକଟରେ ଆୟୋଜିତ ହେଇଯାଇଛି । କଳାହାଣ୍ଡି ବେଡ଼ ମିଣ୍ଟନ ଆସୋସିଏସନ୍ର ସଭାପତି ପ୍ରଦୀପ ଦାଶଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି
Read More...

ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବଲାଙ୍ଗିର ଚମ୍ପିଆନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଖେଳ ପଡିଆରେ ସ୍ଥାନୀୟ ଫୁଟବଲ ଏସୋସିଏସନ ପକ୍ଷରୁ ଆୟୋଜିତ ୭୮ତମ ଆଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୦୯/୦୧/୨୦୨୨ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ମ୍ୟାଚଟି ଖୁବ୍‌ ସଂଘର୍ଷପୂର୍ଣ୍ଣ
Read More...

ମ.ରାମପୁରରେ ଆଜି ୫ କୋଭିଡ଼ ପଜିଟିଭ୍ ଚିହ୍ନଟ : ସାପ୍ତାହିକ ବଜାରରେ ଗହଳି ଏଡ଼ାଇବାକୁ ତତ୍ପର ହେଉ ପ୍ରଶାସନ, ଅଧାଲୋକଙ୍କ…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଆଜି ପାଞ୍ଚଜଣ କୋଭିଡ଼ ପଜିଟିଭ ଚିହ୍ନଟ ହେଇଥିବା ଜଣାଯାଇଛି । ଚଳିତ ସମୟରେ ଚାଲିଥିବା କୋଭିଡ଼ରେ ଆଜି ପ୍ରଥମଥର ପାଞ୍ଚଜଣ କୋଭିଡ଼ ପଜିଟିଭ ଆସିବା ପରେ ଏବେ ଲୋକଙ୍କର ସଚେତନ ହେବାର ବେଳ ଆସିଛି । ତେବେ କୋଭିଡ଼ ନିୟନ୍ତ୍ରଣ ପାଇଁ
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ସଭାନେତ୍ରୀ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କବିତା ମିଶ୍ର ଅତିଥି ପରିଚୟ ପ୍ରଦାନ
Read More...