Daily Archives

ବୁଢାବାହାଲର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲ ନୂତନ ପଞ୍ଚାୟତ କାର୍ୟ୍ୟାଳୟକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ କପିଳ ଭୋଇ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ମୃତ୍ୟୁଞ୍ଜୟ ହୋତା ଓ ମୁଖ୍ୟ ପରିଚାଳକ ଗୌରୀ ଶଙ୍କର ସାହୁ, ଦକ୍ଷ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ : ଆସନ୍ତୁ ଜାଣିବା, କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ., ରୋତ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ସଦେଇପାଲି ଗ୍ରା.ପ., କୁଟୁମ୍‌ଡେ଼ାଲା ଗ୍ରା.ପ., ମିର୍ଦ୍ଦାପାଲି
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ସହାୟକ କମାଣ୍ଡେଣ୍ଟ ଶ୍ରୀମତୀ ନୀନା ଶର୍ମାଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳର ସିଆରପିଏଫ୍‌ ୧୮୯ ବାହିନୀ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରାଯାଇଛି । ନୃସିଂହନାଥ କ୍ରିକେଟ୍‌ କ୍ଲବ୍‌ ଦ୍ୱାରା ଅନୁଷ୍ଠିତ ୫ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ସମୁଦାୟ
Read More...

ବିଧାୟକଙ୍କ ଦ୍ୱାରା ଭତ୍ତାବଣ୍ଟନ ସମାରୋହ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ନୂତନ ଭାବେ ପାଇବାକୁ ଥିବା ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଅବିବାହିତ ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଚେୟାରମେନ ଅନ୍ନୁ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ
Read More...

ଢେଙ୍କାନାଳ ରାଜଉଆସରେ ପସିଲା କରୋନା : ରାଜାରାଣୀଙ୍କ ସହିତ ଯୁବରାଜ ଆକ୍ରାନ୍ତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହରସ୍ଥିତ ଦୁର୍ଗା ବଜାର ରାଜବାଟିକୁ ପଶିଛି କରୋନା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ତାଙ୍କ ପତ୍ନୀ ରାଣୀ ସାବିତ୍ରୀ ଦେବୀ ଓ ପୁତ୍ର ଯୁବରାଜ ଅମରଜ୍ୟୋତି ସିଂହଦେଓ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସୂଚନା
Read More...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହେଲେ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏନେଇ ରାଜନାଥ ସିଂହ ଟ୍ୱିଟ କରି ଜଣାଇବା ସହ ନିଜକୁ ସଙ୍ଗରୋଧ ରଖିଥିବା କହିଛନ୍ତି । ଏହାସହ ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ଜଣାଇଛନ୍ତି । ସେ କରିଥିବା ଟ୍ୱିଟରେ
Read More...

ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ ଅବରୋଧ କଲେ ଅଂଚଳବାସୀ : ପ୍ରଶାସନର ପ୍ରତିଶ୍ରୁତି ପରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ-୨୬ ଡାକ ବଙ୍ଗଳାଠାରେ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇ ବନ୍ଦ ହୋଇ ପଡିଥିଲା । କୋଶଲ ସମନ୍ୱୟ ସମିତି ସଇଁନ୍ତଲା ଶାଖା ପକ୍ଷାୁ କରାଯାଇଥିବା ଜଳ
Read More...

ମିଶନ ଶକ୍ତି ସହାୟତାରେ ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶେଷ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ବର୍ତ୍ତମାନ ମିଶନ ଶକ୍ତି ସହାୟତାରେ ରୋଗୀଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏଣିକି ରୋଗୀଙ୍କ ସମ୍ପର୍କୀୟମାନେ ଆଉ ହଇରାଣ ହେବେନାହିଁ । ବିଶ୍ରାମ ନେବା ପାଇଁ, ଗାଧୋଇବା
Read More...

ବଲାଙ୍ଗିର ସହରରେ ଟାଉନ ପୋଲିସ ପକ୍ଷରୁ ଅମାନିିଆଁଙ୍କ ଠୁ କଡା ଫାଇନ ଆଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଁ ନେଉ ନାହିଁ । ଓଲଟା ବଢି ବଢି ଚାଲିଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରର ସବୁ ଆଡେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା କିଛି ଅମାନିଆଁ ଜମାରୁ ମାନୁ ନାହାନ୍ତି । ଏଥିପାଇଁ ପୋଲିସକୁ ଅବଳମ୍ବନ
Read More...

ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ କୋଶଲ ସମନ୍ୱୟ ପକ୍ଷରୁ ଜଳ ସତ୍ୟାଗହ ଆନ୍ଦୋଳନ : ସାମିଲ ହେଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ସଇଁନ୍ତଲା - ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାକୁ ନେଇ ଅନେକ ଥର ବାଦ ବିବାଦ ସୃଷ୍ଟି ହୋଇସାରିଛି ।
Read More...