Daily Archives

ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଦୀର୍ଘ୨୩ ବର୍ଷ ପରେ ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସମାରୋହ ସପରିବାର ସହ କଅଁଗା ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରିୟନାଥ ଦଣ୍ଡସେନା ସଭାପରିଚାଳନା କରିଥିବା ବେଳେ ଦିଲୀପ ମହାକୁର, ମଣ୍ଟୁ
Read More...

ପେକ୍ସଗୁଡ଼ିକରେ ଚାଲିଛି ମିଲର୍ସଙ୍କ ରାଜ୍‌ : କଟ୍‌ନି ଛଟ୍‌ନିର ହରଡ଼ ଘଣାରେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ଅଧିକାଂଶ ପେକ୍ସରେ ମିଲର୍ସଙ୍କ ରାଜ୍‌ ଚାଲିଥିବା ବେଳେ କଟ୍‌ନି ଛଟ୍‌ନିର ହରଡ଼ ଘଣାରେ ଦଳି ହୋଇଯାଉଛନ୍ତି ଚାଷୀମାନେ । ଖୋଲମ୍‌ଖୋଲା ନକଲି ଚାଷୀଙ୍କ ନାଁରେ ଦଲାଲ୍‌ ମାନେ ଧାନ ବିକ୍ରି କରୁଥିବା ବେଳେ ମିଲର୍ସ ନିଜ ଫାଇଦା ପାଇଁ ସ୍ୱକୀୟ ମର୍ଜିରେ
Read More...

ୟୁଟ୍ୟୁବରେ ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ୍ “ଗାଲ ଗୁଲାବୀ”

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ସହର କଳା ଓ ସଂସ୍କୃତିର ଗନ୍ତାଘର ହୋଇଥିବା ବେଳେ ଏଠାକାର କଳାକାର ନାଟକ ହେଉ ବା ସଙ୍ଗୀତ - ନୃତ୍ୟ ହେଉ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଠିକ ସେହିପରି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ କଳା ପ୍ରଦର୍ଶନ
Read More...

ମିଷ୍ଟର ଏଣ୍ଡ ମିସ୍‌ ଏମ୍ପାରିୟଲ କ୍ଲାସିସ୍‌ ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ୍‌ହଲ ଠାରେ କାଲିଆ ବଡିବିଲ୍‌ଡିଙ୍ଗ୍‌ ଏଣ୍ଡ ଫିଟ୍‌ନେସ୍‌ ଫେଡେରେସନ୍‌ ତରଫରୁ ମିଷ୍ଟର ଏଣ୍ଡ ମିସ୍‌ ଏମ୍ପାରିୟଲ କ୍ଲାସିସ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ସନ୍ତୋଷ ମହାଲିଙ୍ଗ୍‌, ସମ୍ପାଦକ ରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ
Read More...

ନବନିର୍ମିତ ପଞ୍ଚାୟତ ଗୃହ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟଲାର ନବନିର୍ମିତ ପଞ୍ଚାୟତ ଗୃହ ଉଦ୍‌ଘାଟିତ ହୋଇଛି । ସରପଞ୍ଚ ହରିବନ୍ଧୁ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ
Read More...

କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ଭୂମିପୂଜନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ପଛପଟେ ନିର୍ମାଣ ହେବାକୁ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ରବିବାର ଭୂମିପୂଜା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୬ ତାରିଖ ଦିନ ଭର୍ବୁଆଲ ମୋଡ଼୍‌ରେ ଏହାର
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପକ୍ଷାଘାତ ରୋଗରେ ପୀଡିତ ମହିଳା ପାଇଲେ ହୁଇଲଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁର ମଥୁରା ବେଶ୍ରାଙ୍କୁ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପରୁ ହୁଇଲଚେୟାର ମିଳିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ଦୀର୍ଘଦିନରୁ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ଶୌଚାଳୟ ନେବା
Read More...

ନିରାଶ୍ରୟା କୌଶଲ୍ୟାଙ୍କୁ କେବେ ମିଳିବ ଘର

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ. ଅନ୍ତର୍ଗତ କୁଶପାଲି ଗ୍ରାମର କୌଶଲ୍ୟା ମେହେର ସ୍ଵାମୀ ସ୍ୱର୍ଗତ ଲଛମନ ମେହେର ଏକ ଜମିହୀନ ନିରିହ ବିଧବା ମହିଳା ଦୈନିକ କୁଲି ମଜୁରି କରି ନିଜର ଦୁଇ ପୁଅ ସଦାଶିବ ମେହେର (୧୩) ଓ ଧନେଶ୍ଵର ମେହେର (୧୨) ସହିତ ନିଜର ପରିବାର ଭରଣପୋଷଣ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ମୃତ, ୧ଗୁରୁତର

ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଫୁଲିଝରଣ ଯିବା ରାସ୍ତାରେ ଗତକାଲି ସଂନ୍ଧ୍ୟାରେ ୨ବାଇକ୍‌ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସ୍ଥାନୀୟ ମନ୍ଦାରବଗିଚା ପଡ଼ାର
Read More...

ଅବସରପ୍ରାପ୍ତ ଶିକ୍ଷାବିଭାଗ ପ୍ରଶାସନିକ ଅଧିକାରୀ ସ୍ନେହଲତା ନାଗଙ୍କ ଦେହାନ୍ତ

ବଲାଙ୍ଗର, (କେପିଏନ୍‌ଏସ୍‌) : ସ୍ଥାନୀୟ କନ୍ଧପାଲିପଡ଼ା ନିବାସୀ ଅବସରପ୍ରାପ୍ତ ଶିକ୍ଷାବିଭାଗ ପ୍ରଶାସନିକ ଅଧିକାରୀ ସ୍ନେହଲତା ନାଗ(୮୪)ଙ୍କ ଆଜି ଭୋର୍‌ ୫ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ମାଧ୍ୟମିକ ଶିକ୍ଷକ ଶିକ୍ଷା ତାଲିମ କେନ୍ଦ୍ରରେ ଅବସର ଗ୍ରହଣ କରିଥିଲେ । ପାଟଣାଗଡ଼,
Read More...