jsm

ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସମାରୋହ ଅନୁଷ୍ଠିତ

csstore

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଦୀର୍ଘ୨୩ ବର୍ଷ ପରେ ଚନ୍ଦନଭାଟୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସମାରୋହ ସପରିବାର ସହ କଅଁଗା ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରିୟନାଥ ଦଣ୍ଡସେନା ସଭାପରିଚାଳନା କରିଥିବା ବେଳେ ଦିଲୀପ ମହାକୁର, ମଣ୍ଟୁ ବେହେରା, ପ୍ରଶାନ୍ତ ମିଶ୍ର, ପ୍ରଦୀପ ଉଦୁରକୁଲିଆ, ରେଖାଞ୍ଜଳୀ ଶବର, ସୁକାନ୍ତି ବାଗ, ମୀନାକ୍ଷୀ ସେଠ୍‌, ହିମାଳୟ ଧରୁଆ, ରାଧାକାନ୍ତ ବାଗ, ରାକେଶ ମିଶ୍ର, ରଂଜୟ ଯୋଷୀ ପ୍ରମୁଖଙ୍‌ଙ୍କ ସପରିବାର ଯୋଗ ଦେଇଥିଲେ । ଶେଷରେ ହରିହର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.