Daily Archives

ଶିଶୁପୁତ୍ରକୁ କିଡନେପ୍ କରି ୧୦ ଲକ୍ଷ ଟଙ୍କା ଦାବୀ କଲେ ଦୁବୃର୍ତ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଜଣେ ୫ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଶିଶୁଟି ଖେଳୁଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ଅପହୃତ ଶିଶୁ ବରଗଡ଼ ସିମେଣ୍ଟ
Read More...

ରକ୍ତଦାନ କଲେ ଯୁବ କୁଲୁତା ସମାଜର ଦୁଇ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତଦାନ କରି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ନୂତନ ବର୍ଷରେ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମାଲିସିଉଡି ଗ୍ରାମର ମକରଧ୍ୱଜ ପଧାନ (୫୯) ଓ ତରଭା ବ୍ଲକ ପୂର୍ଣ୍ଣପାଣି ଗ୍ରାମର ଲାଲ ବିଶି (୬୭)
Read More...

ନୂତନ ବର୍ଷରେ କଳାକାର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ଦଧିବାମନ କଳାକାର ସଂଘ ପକ୍ଷରୁ ବ୍ଲକ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ, ସମ୍ପାଦକ ଗୋପବନ୍ଧୁ ପୁରୋହିତ, ମିଳିତ କଳାକାର ମଞ୍ଚର ସଭାପତି ଶଙ୍କର
Read More...

୫ ମାସ ହେଲା ଅଚଳ ପଡ଼ିଛି ପାନୀୟ ଜଳ ପ୍ରକଳ୍ପ : ଶୀଘ୍ର ମରାମତି ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ଯୁବନେତା ଦେବେନ୍ଦ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମ ଯୋଖିପାଲିର ଲିଟିପାଲି ରାସ୍ତା କଡରେ ଥିବା ଗଭୀର ନଳକୂପ ଦୀର୍ଘମାସ ଧରି ଅଚଳ ହୋଇପଡିଛି ଯାହାଦ୍ୱାରା ୨ ନମ୍ବର ୱାର୍ଡବାସୀ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏହି କାମ
Read More...

ଆଜିଠୁ ପ୍ରବଳ ଶୀତରେ ଥରିବ ୫ ଜିଲ୍ଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଛି । ବରଗଡ଼, ଅନୁଗୋଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍‌ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ
Read More...

ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ପୂର୍ବତନ ୱାର୍ଡ ମେମ୍ବର ମଟିଆ ଜାଲ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଆଦର୍ଶ ଏବଂ ତାଙ୍କ ଉନ୍ନୟନାଭିମୁଖୀ କାର୍ୟ୍ୟକ୍ରମରେ ଆସ୍ଥା ପ୍ରକଟ
Read More...

ଜାତୀୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଡ଼ମାଲର ୧୧ ଜଣ ଖେଳାଳି ସାମିଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କାତମା ନଗର ସ୍ଥିତ କୁସାଭାଉ ଠାକରେ ମଙ୍ଗଳ ଭବନଠାରେ ଇଣ୍ଡିଆନ ଟାଇକୋଣ୍ଡୋ ୟୁନିୟନ ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ନ୍ୟାସନାଲ ଟାଇକୋଣ୍ଡୋ ପ୍ରତିଯୋଗୀତାରେ ରାଜ୍ୟରୁ ୪୦ ଜଣ ପ୍ରତିଭାଶାଳି ଟାଇକୋଣ୍ଡୋ ଖେଳାଳି ସାମିଲ ହୋଇଥିବା
Read More...

ନିଷ୍ଠା ପରିବାର ମହିଳା ଶାଖାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନବବର୍ଷ-୨୦୨୨ ପାଳନ ଅବସରରେ ନିଷ୍ଠା ପରିବାର, ମହିଳା ଶାଖାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବେଚ୍ଛାକୃତ ମହିଳା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରକୁ ସମ୍ବାଦ ପାଠିିକା(ଏଆଇଆର୍‌) ଓ କବୀୟତ୍ରି ଶ୍ରୀମତୀ
Read More...

ଲୋଇସିଂହା ମାନାଛକଠାରେ ନୂତନ ବର୍ଷକୁ ସ୍ୱାଗତ ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ନବବର୍ଷ-୨୦୨୨କୁ ସ୍ୱାଗତ କରିବା ପାଇଁ ଲୋଇସିଂହା ମାନାଛକଠାରେ ଶିଶୁମାନଙ୍କୁ ନେଇ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛୋଟ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ନଯୁ
Read More...

ଓଡ଼ିଶାରେ ଦଳିତ ଆଦିବାସୀ ବିରୋଧୀ ସରକାର ଚାଲିଛି – ଡ. ବିଭୁ ତରାଇ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ବିଜେପି ଏସ୍‌ସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ଡ. ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ
Read More...