Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୦ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମଦ ପାଉଚ୍‌, ମଦ ବୋତଲ ଓ ୟୁଜ୍‌ ଏଣ୍ଡ ଥ୍ରୋ ଗ୍ଲାସରେ ପରିପୂର୍ଣ୍ଣ ଅଳିଆ ଗଦା : ବେଆଇନ ମଦ କାରବାର ବଢୁଛି ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ନିଛାଟିଆ ସ୍ଥାନରେ ଦେଖିବାକୁ ମିଳୁଛି ଗଦା ଗଦା ମଦ ପାଉଚ୍‌, ମଦ ବୋତଲ ଓ ୟୁଜ୍‌ ଏଣ୍ଡ୍‌ ଥ୍ରୋ ଗ୍ଲାସ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ବେଆଇନ ମଦ କାରାବାର ବଢୁଛି ବଲାଙ୍ଗିର ସହରରେ । ଦେଶୀ କୁଚିଆ ମଦ ବେପାରୀ ସହରର
Read More...

୫୦ ବର୍ଷର ସ୍ଵର୍ଣ୍ଣିମ ଇତିହାସ, ତଥାପି ସମସ୍ୟା ଜର୍ଜରିତ ବରପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟ

ଆମ ଗାଁ ସ୍କୁଲ ଭଙ୍ଗା ଘରେ ଚକାଜହ୍ନ ସଦୃଶ : ବରପିଟା ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଛି । ବିଦ୍ୟାଳୟର ସ୍ଥାପିତ ଦିନ ଠାରୁ ୫୦ଟି ବସନ୍ତ ଅତିକ୍ରମ କରି
Read More...

ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ଗ୍ରାମରେ ସ୍ୱଚ୍ଛ ଅଭିଯାନ । ସଭାନେତ୍ରୀ ପଦ୍ମିନୀ ପୁରୋହିତ ଏବଂ ସମ୍ପାଦିକା ପଦ୍ମିନୀ ପାଣ୍ଡେଙ୍କ ନେତୃତ୍ୱରେ ପ୍ରାୟ ୧୮ ଜଣ ମହିଳା ଉପସ୍ଥିତ ରହି ସଫେଇ
Read More...

ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଉ ଦିନ କେଇଟା ପରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଆରମ୍ଭ ହେବ ୯ ତମ ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ୍‌ । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ କ୍ରିକେଟ
Read More...

ଯୁବକବି ତଥା ଉଦ୍‌ଘୋଷକଙ୍କ ମାତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଜଣାଶୁଣା ଯୁବକବି ତଥା ଅଲ୍‌ ଇଣ୍ଡିଆ ରେଡିଓ, ରାଉରକେଲାର ଉଦ୍‌ଘୋଷକ ଅଶୋକ କୁମାର ରାଉତଙ୍କ ମାତା ତିଳୋତ୍ତମା ରାଉତ (୬୬)ଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି । ସ୍ୱର୍ଗତା ରାଉତ ଜଣେ ଧର୍ମପରାୟଣା ମହିଳା ଥିଲେ । ସୂଚନା ଯୋଗ୍ୟ ଯେ, ଦୁଇ ମାସ ତଳେ
Read More...

୮ଦଫା ଦାବୀ ପୂରଣ ଦାବୀରେ ପ୍ରତୀକ ଧାରଣା ୩ୟ ଦିନରେ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମଡା ବ୍ଲକ୍ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ୮ଦଫା ଦାବୀ ନେଇ ଗତ ଗୁରୁବାର ଦିନଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିଆଯାଇଥିବା ପ୍ରତୀକ ଧର୍ମଘଟ ଆଜି ୩ୟ ଦିନରେ ପହଞ୍ଚିଛି । ଆଜି ଧାରଣା ସ୍ଥଳକୁ ଯୁବ କଂଗ୍ରେସ ନେତା ରାଜେଶ ଯାନୀ,
Read More...

ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆ ଆଉ ନାହାନ୍ତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆଙ୍କ ଆଜି ୮୯ବର୍ଷ ବୟସରେ ଅପରାହ୍ନ ଦୁଇ ଘଂଟା ସମୟରେ ନିଜ ପାଇକପଡ଼ା ବାସଭବନରେ ପରଲୋକ ହେଇଯାଇଛି । ଶିକ୍ଷକତା
Read More...

ଖପ୍ରାଖୋଲ ଡାକ୍ତରଖାନା ଠାରେ ରକ୍ତଦାନ ଶିବିର : ୧୪ ୟୁନିଟ ରକ୍ତ ସଂଗ୍ରହ

ଖପ୍ରାଖୋଲ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଡାକ୍ତରଖାନା ଠାରେ ଶନିବାର ଦିନ ଯୁବ ସ୍ୱେଛାସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଜନ୍ମଦିବସ ଉପଲକ୍ଷେ ଆମ ଓଡିଶା ଏବଂ ବଲାଙ୍ଗୀର ସ୍ୱେଛାସେବୀ ସଂଗଠନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସରୋଜ
Read More...

ପୂର୍ବ ସରକାରରେ ଅପରାଧୀ ଏବଂ ମାଫିଆ ବେଆଇନ ଦଖଲ୍‌ ଟୁର୍ନାମେଣ୍ଟ ଖେଳୁଥିଲେ : ପିଏମ୍‌ ମୋଦୀ

ମେରଠ (ଉତ୍ତରପ୍ରଦେଶ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟକୁ ମେରଠକୁ ଉପହାର ଦେଇଛନ୍ତି । ମେରଠରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ କଡ଼ା ଆକ୍ରମଣ କରିଥିଲେ ।
Read More...