csstore

ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ଗ୍ରାମରେ ସ୍ୱଚ୍ଛ ଅଭିଯାନ । ସଭାନେତ୍ରୀ ପଦ୍ମିନୀ ପୁରୋହିତ ଏବଂ ସମ୍ପାଦିକା ପଦ୍ମିନୀ ପାଣ୍ଡେଙ୍କ ନେତୃତ୍ୱରେ ପ୍ରାୟ ୧୮ ଜଣ ମହିଳା ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମହିଳାମାନେ ହେଲେ ଗନ୍ଧର୍ବୀ ପାଣ୍ଡେ, ନିର ପାଣ୍ଡେ, ପୁଟ ପାଣ୍ଡେ, ସାବିତ୍ରୀ ପାଣ୍ଡେ, ମିନା ସାହା, ନେପୁର ସାହା, ସୁରେଖା ସାହା, ଯାଜ୍ଞସେନୀ ସାହା, ଦମୟନ୍ତୀ ଦୂଆରୀ, ବାସନ୍ତୀ ସାହା, ଅନୁ ସାହା, ଜୟନ୍ତୀ ସାହା, ସୁକାନ୍ତୀ ସାହା, ଘଏସାନ ସାହା, ପ୍ରେମଲତା ସାହା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.