pakka

ମଦ ପାଉଚ୍‌, ମଦ ବୋତଲ ଓ ୟୁଜ୍‌ ଏଣ୍ଡ ଥ୍ରୋ ଗ୍ଲାସରେ ପରିପୂର୍ଣ୍ଣ ଅଳିଆ ଗଦା : ବେଆଇନ ମଦ କାରବାର ବଢୁଛି ବଲାଙ୍ଗିର ସହରରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ନିଛାଟିଆ ସ୍ଥାନରେ ଦେଖିବାକୁ ମିଳୁଛି ଗଦା ଗଦା ମଦ ପାଉଚ୍‌, ମଦ ବୋତଲ ଓ ୟୁଜ୍‌ ଏଣ୍ଡ୍‌ ଥ୍ରୋ ଗ୍ଲାସ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ବେଆଇନ ମଦ କାରାବାର ବଢୁଛି ବଲାଙ୍ଗିର ସହରରେ । ଦେଶୀ କୁଚିଆ ମଦ ବେପାରୀ ସହରର ଗଳିକନ୍ଦିରେ ନିଜର ପସରା ମେଲେଇ ଥିବା ବେଳେ ବିଦେଶୀ ମଦ ମଧ୍ୟ ଗଳି ଗଳିରେ ବିକ୍ରି ହେଉଥିବା ଆଲୋଚନା ହେଉଛି । କିନ୍ତୁ ଏଥିପ୍ରତି ଅବକାରୀ ବିଭାଗର ନିଘା ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

jay balangir
Leave A Reply

Your email address will not be published.

twelve − 2 =

error: Content is protected !!