pakka
Daily Archives

ବିଜେଡିରେ ଯୋଗ ଦେଲେ ବରିଷ୍ଠ ବିଜେପି ନେତା ବଳଦେବ ପୁଟେଲ

ପାଟଣାଗଡ, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ଜନହିତକର ଯୋଜନା ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଟଣାଗଡର ଲୋକପ୍ରିୟ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ନୁନହାଡ ଗ୍ରାମ ପଂଚାୟତର ବରିଷ୍ଠ ବିଜେପି ନେତା
Read More...

ପ୍ରଧାନପାଲି ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପଧାନପାଲି ନିକଟସ୍ଥ ୬ ନଂ ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ଆ‌ହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୨୦୧୨ ଜଣ ପ୍ରାର୍ଥୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମନୋନୟନ ପତ୍ର ଦାଖଲର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ଜିଲ୍ଲାରେ ମୋଟ ୨୦୧୨ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ସ୍ୱାର୍ଡ ସଭ୍ୟ ପାଇଁ ୧୨୪୩, ସରପଞ୍ଚ ପଦବୀ ପାଇଁ ୪୨୪, ସମିତି ସଭ୍ୟ ପଦ ପାଇଁ ୨୯୦, ଜିଲ୍ଲା ପରିଷଦ ସଭ୍ୟ
Read More...

ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଆଜି ଅନେକ ଆଶାୟୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ଡେଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜେମାମଣି ମଲ୍ଲିକ ଡେଙ୍ଗ ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ସୁବର୍ଣ୍ଣପୁର ଜିଲ୍ଲାର ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଆଜି ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କର ପତ୍ର ଦାଖଲ କରାଯାଇଛି । ଜିଲ୍ଲାର ସମସ୍ତ ୧୩ ଜଣ ପ୍ରାର୍ଥୀ
Read More...

ସ୍ୱର୍ଗତ ଡ.ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ଥିବା 'ସଚେତନ ହେମା' ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ଡ. ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନାଟ୍ୟକାର ରାଜକୁମାର
Read More...

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡ. ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ
Read More...

ନେତାଜୀଙ୍କ ବୀରତ୍ୱ ଓ ଦର୍ଶନକୁ ନେଇ ମୃଣ୍ମୟ ଭାସ୍କର୍ୟ୍ୟ ଶିବିର ଉଦ୍‌ଘାଟିତ

କଟକ : ସ୍ୱାଧିନତା ସଂଗ୍ରାମର ମହାନାୟକ ଓ ଆଜାଦ ହିନ୍ଦ ଫୌଜର ସ୍ରଷ୍ଟା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା ଲଳିତ କଳା ଏକାଡେ଼ମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟ ଟ୍ରଷ୍ଟ ଦ୍ୱାରା ନେତାଜୀଙ୍କ ସଂଗ୍ରାମୀ ଜୀବନର
Read More...

ଲରମ୍ଭା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ନେତା ପ୍ରବୋଧ କୁମାର ସାହୁଙ୍କ ନାମାଙ୍କନ ପତ୍ର ଦାଖଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲରମ୍ଭା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ନେତା ପ୍ରବୋଧ କୁମାର ସାହୁ (ଆଶିଷ) ତାଙ୍କର ନାମାଙ୍କନ ପତ୍ର ପାଟଣାଗଡ ବ୍ଲକଠାରେ ଦାଖଲ କରିଛନ୍ତି । ଭୁବନେଶ୍ୱରରେ ଏମ୍‌ବିଏ ପାଠ ଶେଷ ପରେ ସେ ଚାକିରି ପଛରେ ନ ଯାଇ ଲୋକମାନଙ୍କ ସେବା କରିବା ସକାଶେ
Read More...

ଜାତୀୟ ଉଠାଦୋକାନୀ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଉଠାଦୋକାନୀ ଦିବସ ଅବସରରେ, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମଟି କୋଭିଡର ସମସ୍ତ ନିୟମାବଳୀକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଏମସି
Read More...