pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୨୦୧୨ ଜଣ ପ୍ରାର୍ଥୀ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମନୋନୟନ ପତ୍ର ଦାଖଲର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ଜିଲ୍ଲାରେ ମୋଟ ୨୦୧୨ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ସ୍ୱାର୍ଡ ସଭ୍ୟ ପାଇଁ ୧୨୪୩, ସରପଞ୍ଚ ପଦବୀ ପାଇଁ ୪୨୪, ସମିତି ସଭ୍ୟ ପଦ ପାଇଁ ୨୯୦, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୫୫ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଥିଲେ । ଆଜି ଜିଲ୍ଲା ପରିଷଦ ସଭ୍ୟସଭ୍ୟା ପାଇଁ ବିଭିନ୍ନ ଦଳ ପକ୍ଷରୁ ନିଜ ପ୍ରାର୍ଥୀଙ୍କ ସହ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

Leave A Reply

Your email address will not be published.

one × 2 =