pakka

ଲରମ୍ଭା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ନେତା ପ୍ରବୋଧ କୁମାର ସାହୁଙ୍କ ନାମାଙ୍କନ ପତ୍ର ଦାଖଲ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲରମ୍ଭା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ନେତା ପ୍ରବୋଧ କୁମାର ସାହୁ (ଆଶିଷ) ତାଙ୍କର ନାମାଙ୍କନ ପତ୍ର ପାଟଣାଗଡ ବ୍ଲକଠାରେ ଦାଖଲ କରିଛନ୍ତି । ଭୁବନେଶ୍ୱରରେ ଏମ୍‌ବିଏ ପାଠ ଶେଷ ପରେ ସେ ଚାକିରି ପଛରେ ନ ଯାଇ ଲୋକମାନଙ୍କ ସେବା କରିବା ସକାଶେ ରାଜନୈତିକ ମଇଦାନକୁ ଆସିଛନ୍ତି । ତେଣୁ ତାଙ୍କୁ ଭୋଟ ଦେଇ ନିର୍ବାଚନରେ ବିଜୟୀ କରାଇବାକୁ ସେ ଲରମ୍ଭା ପଞ୍ଚାୟତବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

twenty − 15 =