Daily Archives

ଆସନ୍ତାକାଲି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍‌ନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବିନିକା ବୀରମହାରାଜପୁର,
Read More...

ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ ଦେବରାଜ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁଇକେଡା ପୂର୍ବତନ ସରପଞ୍ଚ ଦେବରାଜ ମହାନନ୍ଦ ।୧୯୮୪ ମସିହାରେ ଗୋଳାବାରୁଦ କାରଖାନା ନିର୍ମାଣ କରିବା ପାଇଁ ସଇଁନ୍ତଲା ବ୍ଲକ ରେଙ୍ଗାଲି,
Read More...

ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ : ଚୁହୁରାକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଭୁତମୁଣ୍ଡା ଗ୍ରାମରେ ସ୍ପୋଟର୍ସ କ୍ଳବ ଓ ଗ୍ରାମବାସୀଙ୍କ ତରଫରୁ ଚାଲିଥିବା ୨ୟ ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଚୁହୁରାକୁ ହରାଇ
Read More...

ଡେଙ୍ଗ ପଞ୍ଚାୟତ ସରପଞ୍ଚ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଇତିଶ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ଅନେକ ସରପଞ୍ଚ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଛନ୍ତି । ତେବେ ଆଜି ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ଆସନ ପାଇଁ ଇତିଶ୍ରୀ ସାହୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ପ୍ରଭାତୀ ରାଉତ ସରପଞ୍ଚ ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ

ଢେଙ୍କାନାଳ, (ତାପସ ଦାସ) : ଯୋରନ୍ଦା ଗ୍ରାମପଞ୍ଚାୟତର ପ୍ରଭାତୀ ରାଉତ ସରପଞ୍ଚ ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯୋରନ୍ଦା ଗ୍ରାମପଞ୍ଚାୟତର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ।
Read More...

ପ୍ରମୋଦ, ରୀତା, ଦ୍ରୋପଦୀ, ଉର୍ମିଲା କଲେ ପ୍ରାର୍ଥୀପତ୍ର ଦାଖଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଜୋର ସୋର ପ୍ରଚାର ପ୍ରସାର ଚାଲିଛି । ତେବେ ବ୍ଳକର ଚଳିତ ନିର୍ବାଚନରେ ୧ ଲକ୍ଷ ୧୪ ହଜାର ୭୭୫ ମତଦାତା ପ୍ରାର୍ଥୀ ଚୟନ କରିବେ ବୋଲି ଜଣାପଡିଛି । ବ୍ଳକ ଅଧିନସ୍ଥ ୩୦
Read More...

ସାମ୍ବାଦିକମାନଙ୍କ ଉଦ୍ୟମ ଯୋଗୁଁ ପାଇକମାଲରେ ଡିଭାଇଡର କାମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତିରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଅନେକ ଦୁର୍ଘଟଣା ଘଟି ୪ ମାସ ଭିତରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାରୁ ପାଇକମାଲ ସାମ୍ବାଦିକମାନେ ମିଠାପାଲିରୁ ପାଇକମାଲ କଲୋନିପଡା ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ଦେବା ପାଇଁ ଦାବୀ କରି
Read More...

ବଲାଙ୍ଗିରରେ କଂଗ୍ରେସ ଦଳର ୧୧ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ : ମମିତା ହତ୍ୟାକାଣ୍ଡ, ବେରୋଜଗାରୀ,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେରୋଜଗାରୀ, ଧାନକିଣା ଦୁର୍ନୀତି, ମମିତା ହତ୍ୟାକାଣ୍ଡରେ ସରକାରୀ ଦଳର ସଂପୃକ୍ତି ଯୋଗୁଁ ଆଜି ଦିନରେ ସରକାର ଏବଂ ବିଜୁ ଜନତା ଦଳକୁ ଲୋକେ ଘୃଣ୍ୟ ଦୃଷ୍ଟିରେ ଦେଖିଲେଣି । ତା ଉପରକୁ ଆହୁରି ନିର୍ବାଚନୀ ସଂରକ୍ଷଣରେ ପଛୁଆ ବର୍ଗ ଏବଂ ଆଦିବାସୀ ହରିଜନଙ୍କ ପ୍ରତି
Read More...

ବିଜେଡିରୁ ଟିକଟ୍‌ ପାଇଲେ ଗୀତା ଓ ରୀତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ମଧ୍ୟରେ ଅନେକ ଆଶାୟୀ ଜିଲ୍ଲା ପରିଷଦ ସଦସ୍ୟ ଟିକଟ ପାଇବା ପାଇଁ ଆଶାବାଦୀ ଥିଲେ । ଏବେ ୮ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨ଟି ଟିକେଟ ପ୍ରଦାନ କରାଯାଇଛି । ଜୋନ ନମ୍ୱର ୭ରୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା
Read More...

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଅଣ୍ଟା ଭିଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚଳିତ ନିର୍ବାଚନ ସାଧାରଣ ବର୍ଗ ପାଇଁ ଥିବା ବେଳେ ବେଶ୍‌ ଚର୍ଚ୍ଚାରେ ରହିଛି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ । ଉଭୟ କଂଗ୍ରେସ, ବିଜେପି ଓ ବିଜେଡି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇବା ପାଇଁ
Read More...