pakka

ବିଜେଡିରୁ ଟିକଟ୍‌ ପାଇଲେ ଗୀତା ଓ ରୀତା

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ମଧ୍ୟରେ ଅନେକ ଆଶାୟୀ ଜିଲ୍ଲା ପରିଷଦ ସଦସ୍ୟ ଟିକଟ ପାଇବା ପାଇଁ ଆଶାବାଦୀ ଥିଲେ । ଏବେ ୮ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨ଟି ଟିକେଟ ପ୍ରଦାନ କରାଯାଇଛି । ଜୋନ ନମ୍ୱର ୭ରୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତା ବିଶି ଓ ୩୧ ନମ୍ୱରରୁ ରୀତାରାଣୀ ହାତୀଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଟିକେଟ ପ୍ରଦାନ କରିଛନ୍ତି । ଏହାକୁ ନେଇ ବିଜେଡି ଦଳ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

jay balangir
Leave A Reply

Your email address will not be published.

19 − ten =