Daily Archives

ଚତୁର୍ଥ ଦିନରେ ୧୧୧ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଚତୁର୍ଥ ଦିବସରେ ସର୍ବମୋଟ ୧୧୧ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୭୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୧୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୪୩ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୪ ଜଣ, ବେଲପଡା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୨ ହଜାର ୭୪୩ ଜଣ ନାମାଙ୍କନ ପତ୍ର ଦାଖଲ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଲାଙ୍ଗିର ଜିଲ୍ଲାରେ ଆଜି ୨ ହଜାର ୭୪୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ୱାର୍ଡ ମେମ୍ବର ପଦବୀ ପାଇଁ ୧୬୯୨ଟି, ସରପଞ୍ଚପଦବୀ ପାଇଁ ୫୧୯ଟି, ସମିତି
Read More...

ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ନୂଆପଡା, (ନିରାକାର ମେହେର) : ଜିଲ୍ଲା କୋମନା ଥାନା ବରନ୍ଦା ପାଟ ନିକଟ ବିଜୁ ଏକ୍ସପ୍ରେସ୍ ୱେରେ ଏକ ବାଇକ୍‌କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଯୁବକ ଦୁଇଜଣ ହେଲେ ଜଣେ ଭେଳା ଗ୍ରାମ ପଞ୍ଚାୟତ ଭରତପଡ଼ାର ଚିତ ମାଝୀ
Read More...

ମାଣ୍ଡୋସିଲ ପଞ୍ଚାୟତର ବିଜେପି ତରଫରୁ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ଜୋନ୍‌ ନମ୍ବର୧୧ ପାଇକମାଲ ୧ରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ତ୍ରିପୁରା ବରିହା, ସରପଞ୍ଚ ପ୍ରାର୍ଥୀ ଓମ୍ ପ୍ରକାଶ ନାୟକ, ସମିତି ସଭ୍ୟ ପ୍ରାର୍ଥୀ
Read More...

ଡିସୌଜା ସ୍କୁଲରେ ଦ୍ୱିଦିବସୀୟ ଟୀକାକରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀକ୍ଲବ ରାଉରକେଲା ସିଟି ଓ ସେକ୍ଟର ୨ସ୍ଥିତ ଡିସୌଜା ସ୍କୁଲର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପନ୍ଦରରୁ ଅଠର ବର୍ଷ ବର୍ଗଙ୍କ ମଧ୍ୟରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହୋଇ ପାରୁ ନଥିବା ଇନ୍ଦ୍ରା ମହାକୁରଙ୍କ ପାଖରେ ପହଞ୍ଚିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୮ ତାରିଖ ଦିନ ‘କୋଶଳ ପ୍ରବାହ’ରେ ‘ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ଇନ୍ଦ୍ରାବତୀ ମହାକୁର’ ଶୀର୍ଷକରେ ଖବର ପ୍ରସାରଣ ପରେ ଇନ୍ଦ୍ରାଙ୍କ ପାଖକୁ ଚିକିତ୍ସା ଯୋଗାଇ ଦେବା ପାଇଁ ପହଞ୍ଚିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଭିମାନ ପରିବାର । ରୋଗାଗ୍ରସ୍ତା
Read More...

ଜିଲ୍ଲା ପରିଷଦର ୧ ନମ୍ବର ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଦେବକୀ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦର ୧ ନମ୍ବର ଜୋନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥିନୀ ଦେବକୀ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ସାହୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏଥିରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା
Read More...

ଜିଲ୍ଲା ପରିଷଦର ୨୩ ନମ୍ବର ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦର ୨୩ ନମ୍ବର ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥିନୀ ଅନାମିକା ହୋତା । ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଶ୍ରୀମତୀ ହୋତା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏଥିରେ ବଲାଙ୍ଗିର ମାଟିର ବିଜେଡି ଯୁବ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲିରୁ କଟାପାଲି ରାସ୍ତାରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ଼ ନାଗେନପାଲିର ତିନିଜଣ ଯୁବକ ଯଥା ଗଜାନନ ପାତ୍ର(୨୫), ଆଦର୍ଶ ପାତ୍ର(୨୨),
Read More...