csstore

ବିଜେଡିରେ ଯୋଗ ଦେଲେ ବରିଷ୍ଠ ବିଜେପି ନେତା ବଳଦେବ ପୁଟେଲ

ପାଟଣାଗଡ, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ଜନହିତକର ଯୋଜନା ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଟଣାଗଡର ଲୋକପ୍ରିୟ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ନୁନହାଡ ଗ୍ରାମ ପଂଚାୟତର ବରିଷ୍ଠ ବିଜେପି ନେତା ବଳଦେବ ପୁଟେଲ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

jayashree
Leave A Reply

Your email address will not be published.