Browsing Tag

patanagrh news

ଯୁବା ଗ୍ରାମ ଠାରେ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ : ଯୋଗ ଦେଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକର ଯୁବା ଗ୍ରାମ ଠାରେ ଆଜି ଏକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା । ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସରାକାରୀ ଦଳ ଉପମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ
Read More...

ଖପ୍ରାଖୋଲରେ କୃଷି ବିଭାଗ ତରଫରୁ କୃଷକ ସଚେତନତା ରଥର ଶୁଭାରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୃଷକ ସଚେତନତା ରଥର ଶୁଭାରମ୍ଭ ବିଏଓ ଡମ୍ବରୁଧର ମେହେର ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । ସଚେତନା ରଥ ଗାଁ ଗାଁ ଯାଇ ଲୋକଙ୍କୁ ଓଡ଼ିଶା କୃଷକ ପୋର୍ଟାଲରେ ଚାଷୀ ପଞ୍ଜିକରଣ ଉପରେ ଚାଷୀଙ୍କୁ
Read More...

କୁବ୍ରିମହୁଲ ଭିଏସଏସର ୫୯ଜଣ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ ସୁବିଧା ନେଇ ଡିଏଫ୍‌ଓଙ୍କ ସୂଚନା

ପାଟଣାଗଡ, (ଗୋରେଖନାଥ ବରିହା) : ଭାରତ ପେଟ୍ରୋଲିୟମ ସହିତ ସମ୍ମିଶ୍ରଣରେ ଏବଂ ହାବିଟାଟ୍ ଫର୍‌ ହ୍ୟୁମାନିଟି ଇଣ୍ଡିଆ ଦ୍ୱାରା କାର୍ୟ୍ୟକାରୀ ହେବାପରେ ପାଟଣାଗଡ ଏଫ୍‌ଏମ୍‌ୟୁର ପି-ଏନଜିଓ ଦଳର ସଦସ୍ୟମାନେ ଶୌଚାଳୟ ନିର୍ମାଣ ପାଇଁ କୁବ୍ରିମହୁଲ ଭିଏସଏସର ୫୯ଜଣ ହିତାଧିକାରୀଙ୍କୁ ସୁବିଧା
Read More...

ଟଙ୍କପାଣି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ହିଁ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ : ମୁଖ୍ୟ ଅତିଥି ସରପଞ୍ଚ ସୁନାଫଲ ନାଗ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଟଙ୍କପାଣି ନୂତନ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ବିତରଣ ଉତ୍ସବ ଅନୁଷ୍ଠିତ
Read More...

ଗଣ୍ଡାବଜା ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ ଯୁଆଡି ) : ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ୍ ହଲ୍ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୁତମୁଣ୍ଡା ମୁହୁରୀ କଳା ପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ହୀରାଧର କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ
Read More...

ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କଲେ ଜିଲ୍ଲାପାଳ ଚଂଚଳ ରାଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡର ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର ତଦାରଖ
Read More...

ସ୍ୱର୍ଗତ ରାଧାକାନ୍ତ ଭୋଇ ମେମୋରିଆଲ ଫ୍ଳଡ ଲାଇଟ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସବଡିଭିଜନ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମ ପଞ୍ଚାୟତର ଦମକିପାଲି ଗ୍ରାମରେ ପ୍ରଥମ ବର୍ଷ ଦୁଇ ଦିନ ତା.୨ ଓ ୩ ରିଖ ଧରି ସ୍ୱର୍ଗତ ରାଧାକାନ୍ତ ଭୋଇ ମେମୋରିଆଲ ଫ୍ଳଡ ଲାଇଟ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରାଧାକାନ୍ତ
Read More...

ପାଟଣାଗଡ଼ ପୌର ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳଙ୍କ ସହ ୧୫ଟି ୱ।ର୍ଡରୁ ୧୪ଟି ୱାର୍ଡରେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକଙ୍କ ଜନହିତକର ବିକାଶ ଧାରା ଓ ବିଧାୟକ ସରୋଜ ମେହେରଙ୍କ କଠୋର ପରିଶ୍ରମ କରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଐତିହାସିକ ବିଜୟ ସଫଳ ହୋଇଛନ୍ତି । ଦୀର୍ଘ ବର୍ଷ ପରେ ପୌର
Read More...

ଦେଉଳଗାଁ ପଂଚାୟତରେ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ ଓ ପ୍ରଥମ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦେଉଲଗାଁ ଗ୍ରାମପଞ୍ଚାୟତର ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ଅବସ୍ଥାରେ ମୃତ ପୂର୍ବତନ
Read More...

କନକଙ୍କ ଗଡରେ ସରୋଜଙ୍କ ଦବ୍‌ଦବା : ୩ଟି ବ୍ଲକରେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ନିଦ୍ୱର୍ନ୍ଦରେ ନିର୍ବାଚିତ

ପାଟଣାଗଡ, (କେପିଏନ୍‌ଏସ୍‌) : ରାଜ୍ୟ ରାଜନୀତିରେ ସବୁ ସମୟରେ ଚର୍ଚ୍ଚାରେ ଆସିଥାଏ ପାଟଣାଗଡ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ବିଜେପି ଗଡ ହିସାବରେ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲା । କିନ୍ତୁ ଗତ ସାଧାରଣ ନିର୍ବାଚନ ସମୟରୁ ସବୁ ଓଲଟ ପାଲଟ ହୋଇଯାଇଛି । ବିଜେପିର ଗଡ ହିସାବରେ
Read More...