pakka

କୁବ୍ରିମହୁଲ ଭିଏସଏସର ୫୯ଜଣ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ ସୁବିଧା ନେଇ ଡିଏଫ୍‌ଓଙ୍କ ସୂଚନା

ପାଟଣାଗଡ, (ଗୋରେଖନାଥ ବରିହା) : ଭାରତ ପେଟ୍ରୋଲିୟମ ସହିତ ସମ୍ମିଶ୍ରଣରେ ଏବଂ ହାବିଟାଟ୍ ଫର୍‌ ହ୍ୟୁମାନିଟି ଇଣ୍ଡିଆ ଦ୍ୱାରା କାର୍ୟ୍ୟକାରୀ ହେବାପରେ ପାଟଣାଗଡ ଏଫ୍‌ଏମ୍‌ୟୁର ପି-ଏନଜିଓ ଦଳର ସଦସ୍ୟମାନେ ଶୌଚାଳୟ ନିର୍ମାଣ ପାଇଁ କୁବ୍ରିମହୁଲ ଭିଏସଏସର ୫୯ଜଣ ହିତାଧିକାରୀଙ୍କୁ ସୁବିଧା କରିଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ତେବେ ଏହା ସ୍ୱଚ୍ଛ ଭାରତ ମିଶନ ପାଇଁ ଏହା ଏକ ବଡ଼ ପଦକ୍ଷେପ ।

Leave A Reply

Your email address will not be published.

1 × 3 =