pakka

ଖପ୍ରାଖୋଲରେ କୃଷି ବିଭାଗ ତରଫରୁ କୃଷକ ସଚେତନତା ରଥର ଶୁଭାରମ୍ଭ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୃଷକ ସଚେତନତା ରଥର ଶୁଭାରମ୍ଭ ବିଏଓ ଡମ୍ବରୁଧର ମେହେର ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । ସଚେତନା ରଥ ଗାଁ ଗାଁ ଯାଇ ଲୋକଙ୍କୁ ଓଡ଼ିଶା କୃଷକ ପୋର୍ଟାଲରେ ଚାଷୀ ପଞ୍ଜିକରଣ ଉପରେ ଚାଷୀଙ୍କୁ ସଚେତନ କରିବା ବୋଲି ଜଣାଯାଇଛି । ଶୁଭାରମ୍ଭ ଅବସରରେ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଏଫ୍‌ଇଏସ୍‌ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ, କୁମୁଦିନୀ ପାଣିଗ୍ରାହୀ, ନୀଳାମ୍ବର ବିଶ୍ୱାଳ, ସମ୍ପତି ଭୋଇ, ଲଳିତ ପଧାନ ପ୍ରମୁଖ କୃଷି କର୍ମଚାରୀ, କୃଷକ ସାଥୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 + 8 =