Browsing Tag

patanagrh news

କଲ୍ୟାଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ‘କଲ୍ୟାଣ’ ପକ୍ଷରୁ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବନେଇମୁଣ୍ଡା ଆବାସିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପକ୍‌ସୋ ଆଇନ ଏବଂ ବାଲ୍ୟ ବିବାହ ବନ୍ଦ ଉପରେ ସଚେତନତାକୁ ନେଇ ଆଲୋଚନା କରାଯାଇଥିଲା । ‘କଲ୍ୟାଣ’ ପକ୍ଷରୁ
Read More...

ବାଲିଖମାର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ ଶୁକ୍ରୁ ସୁନାନୀ

ପାଟଣାଗଡ, (ଗୋରେଖ ନାଥ ବରିହା) : ବେଲପଡା ବ୍ଲକ ବାଲିଖମାର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି ଶୁକ୍ରୁ ସୁନାନୀ । ଶ୍ରୀ ସୁନାନୀ ନିଜର ପ୍ରତିଦ୍ୱନ୍ଦି ଠାରୁ କଡା ଟକ୍କରରେ ବିଜୟ ହୋଇଥିବା ଜଣାପଡିଛି । ସେ ଅଂଚଳର ବିକାଶ ପାଇଁ କାମ କରିବି ବୋଲି ମତ
Read More...

ଧଣ୍ଡାମୁଣ୍ଡାରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଧଣ୍ଡାମୁଣ୍ଡା କେନ୍ଦୁ ପତ୍ର ରେଞ୍ଜର ଧଣ୍ଡାମୁଣ୍ଡା ଠାରେ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦୁ ପତ୍ର
Read More...

ଦଳି ଦେଲା ଦନ୍ତା : ମହିଳା ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଜଣେ ମହିଳାଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲଡ଼ଙ୍ଗାଭଟା ଗାଁରେ ଆଜି ରାତିରେ ସ୍ୱାମୀ ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ)
Read More...

ସମିତି ସଭ୍ୟ ପଦବୀ ପାଇଁ ୪ଟି ସନ୍ତାନର ପିତା ନିର୍ବାଚନ ମଇଦାନରେ : ପାଟଣାଗଡ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିିହା) : ସମିତି ସଭ୍ୟ ପାଇଁ ୪ଟି ସନ୍ତାନର ପିତା ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତକାଲିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା
Read More...

ବିଜେଡିରେ ଯୋଗ ଦେଲେ ବରିଷ୍ଠ ବିଜେପି ନେତା ବଳଦେବ ପୁଟେଲ

ପାଟଣାଗଡ, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ଜନହିତକର ଯୋଜନା ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଟଣାଗଡର ଲୋକପ୍ରିୟ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ନୁନହାଡ ଗ୍ରାମ ପଂଚାୟତର ବରିଷ୍ଠ ବିଜେପି ନେତା
Read More...

ବଲାଙ୍ଗିରରେ ବନ କର୍ମଚାରୀଙ୍କ ସଭା : ଅସ୍ଥାୟୀ ବନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ର, ଜଙ୍ଗଲ ବିଭାଗ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ୱାଚର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଜି ବଲାଙ୍ଗିର କେନ୍ଦୁପତ୍ର ଡାକ ବଙ୍ଗଳା ଠାରେ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
Read More...

ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ କାନୁଟ ପଞ୍ଚାୟତ ଭୁଟୁଙ୍ଗପଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଗ୍ରାମର ସୁବିଧା ଅସୁବିଧା ବୁଝିଥିଲେ ଏବଂ ଆଗାମୀ ଦିନରେ ଏହାର ଶୀଘ୍ର ସମାଧାନ କରିବା
Read More...

ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତର ଅନୁପସ୍ଥିତ : ପ୍ରଶାସନ ସହିତ ଆଲୋଚନା ବିଫଳ ହେବା…

ଡାକ୍ତରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ପ୍ରତ୍ୟାହୃତପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ତିନି ଶିଶୁ ବିଶେଷଜ୍ଞ ଗାଏନିକ୍ ଡାକ୍ତର ନିୟମିତ କାର୍ଯ୍ୟରେ ଯୋଗଦେଉ ନ ଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ଜନମଞ୍ଚ ପକ୍ଷରୁ ସିଡିଏମଓ ଅଫିସରେ ତାଳା
Read More...

ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ କାହ୍ନା ନର୍ସିରୀ ଠାରେ ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡ଼ିଶା ଯୁବା ମଂଚକୁ ଆହୁରି ବଳିଷ୍ଠ କରିବା ପାଇଁ ଆଲୋଚନା
Read More...