ବାଲିଖମାର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ ଶୁକ୍ରୁ ସୁନାନୀ

ପାଟଣାଗଡ, (ଗୋରେଖ ନାଥ ବରିହା) : ବେଲପଡା ବ୍ଲକ ବାଲିଖମାର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି ଶୁକ୍ରୁ ସୁନାନୀ । ଶ୍ରୀ ସୁନାନୀ ନିଜର ପ୍ରତିଦ୍ୱନ୍ଦି ଠାରୁ କଡା ଟକ୍କରରେ ବିଜୟ ହୋଇଥିବା ଜଣାପଡିଛି । ସେ ଅଂଚଳର ବିକାଶ ପାଇଁ କାମ କରିବି ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × 3 =