pakka

ଦେଉଳଗାଁ ପଂଚାୟତରେ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ ଓ ପ୍ରଥମ ବୈଠକ ଅନୁଷ୍ଠିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦେଉଲଗାଁ ଗ୍ରାମପଞ୍ଚାୟତର ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ଅବସ୍ଥାରେ ମୃତ ପୂର୍ବତନ ସରପଞ୍ଚ ସ୍ୱର୍ଗତ ପ୍ରେମରାଜ ପୁଟେଲଙ୍କ ପରଲୋକରେ ତାଙ୍କର ଅମର ଆତ୍ମା ପ୍ରତି ନିରବ ପ୍ରାର୍ଥନା କରାଯାଇ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ସରପଞ୍ଚ ତଥା ପୂର୍ବତନ ନାଏବ ସରପଞ୍ଚ ଶ୍ରୀମତୀ ପ୍ରତିମା ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସାହୁ ।

jay balangir
Leave A Reply

Your email address will not be published.

1 × four =