Browsing Tag

patanagrh news

ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ କାହ୍ନା ନର୍ସିରୀ ଠାରେ ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡ଼ିଶା ଯୁବା ମଂଚକୁ ଆହୁରି ବଳିଷ୍ଠ କରିବା ପାଇଁ ଆଲୋଚନା
Read More...

ଜଗନ୍ନାଥ ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ମଣ୍ଡଳ ହାଇସ୍କୁଲ ଖେଳ ପଡିଆ ଠାରେ ଜଗନ୍ନାଥ ଦେବ କ୍ଲବ ମଣ୍ଡଳର ୧୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚ୍‌ଟିକୁ ମୁଖ୍ୟ ଅତିଥି ବଳଦେବ ଠାକୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନଟବର
Read More...

ବରପିଟା ପ୍ରାଥମିକ ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ : ଶିକ୍ଷାର ବିକାଶ ହେଲେ ଦେଶ ବିକାଶ ସମ୍ଭବ ହେବ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୂର୍ବଣ୍ଣ ଜୟନ୍ତୀ ଉତ୍ସବ କରୋନା କଟକଣାରେ ପାଳିତ ହୋଇଯାଇଥିବା ବେଳେ ଆଜି ସକାଳେ ମଶାଳ ଯାତ୍ରା ସହ ଗାଁ ପରିକ୍ରମା କରାଯାଇଥିଲା ଏବଂ ସୂର୍ବଣ୍ଣ
Read More...

ବିଧାୟକ ସରୋଜଙ୍କ ଦ୍ୱାରା ବେଲପଡା ବ୍ଲକ ଅନ୍ତର୍ଗତ ୩ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବିଧାୟକ ସରୋଜ ମେହେର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡା ବ୍ଲକର ୩ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିଥିଲେ । ଆଗାମୀ ଦିନରେ ଅଂଚଳର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ
Read More...

ପାଢେଲ ଗ୍ରାମରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ସ୍ଥାପନ ଉତ୍ସବ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମର ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ରତ୍ନ ମୁଦ ସ୍ଥାପନ ସହ ଷୋଳପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତା ୮ .୧୨ .୨୦୨୧.ବୁଧବାରରୁ ୧୧.୧୨ .୨୦୨୧ ଶନିବାର
Read More...

ଧାତୁକ ନୂତନ ଗ୍ରା.ପ. କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ନୂତନ ଗ୍ରା.ପ.କାର୍ଯ୍ୟାଳୟର ଆଜି ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମେ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ସହ ପ୍ରତିଷ୍ଠା କରାଯାଇଥିଲା ଓ ଧାତୁକ ସରପଞ୍ଚ ଶ୍ରୀମତୀ ଇନ୍ଦ୍ରାବତୀ ଧରୁଆଙ୍କ ଶୁଭ କରକମଲରେ
Read More...

ଖପ୍ରାଖୋଲ ପୋଲିସର ଚଢ଼ାଉ : ଆଠ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଚଢ଼ାଉ କରି ସୋମବାର ଆଠଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କନ୍ଧେନଝୁଲା ଗାଁ ଛକରେ ଏକ ଗାଡି ଯୋଗେ କିଛି ମହିଳା
Read More...

ଜୱ।ଦର ପ୍ରଭାବରେ ଝିପି ଝିପି ବର୍ଷା ଓ ମେଘୁଆ ପାଗ ଯୋଗୁଁ ଚାଷୀର ଉଜୁଡିଲା ଚାଷ

ପାଟଣାଗଡ, (ଗୋରେଖନାଥ ବରିହା) : 'ଚାଷ କାମ ଯାହାର କେଡେ ସୁଖ ତାହାର' ଏ ଉକ୍ତି ଟା ପଢ଼ିବା କି କହିବାକୁ ବହୁତ ସୁନ୍ଦର ଓ ସରଳ ଲାଗିଥାଏ । ହେଲେ ଚାଷୀର ଜୀବନ ସର୍ବଦା କଠିନ । କେତେବେଳେ ବର୍ଷାର ଅଭାବ ତ କେତେବେଳେ ଦୈବଦୂର୍ବିପାକ ତ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଥାଏ ଚାଷୀଙ୍କୁ ।
Read More...

ବିଜେଡିର ପାଟଣାଗଡ ବ୍ଲକ ସଭାପତି ଭାବେ ମନୋନୀତ ହେଲେ ହିମାଞ୍ଚଳ ପଧାନ

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀମତୀ ଟୁକନୀ ସାହୁଙ୍କ ଦ୍ୱାରା ବିଜେଡିର ପାଟଣାଗଡ ବ୍ଲକ ସଭାପତି ଭାବେ ମନୋନୀତ ହୋଇଛନ୍ତି ହିମାଞ୍ଚଳ ପଧାନ । ଏଥିପାଇଁ ଶ୍ରୀ ପଧାନ ଦଳର ସୁପ୍ରିମୋ ନବୀନ
Read More...

ପାଟଣାଗଡରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ରକ୍ତଦାନ ଶିବିର

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ରାମପୁର ସ୍ଥିତ ମାରୱାଡ଼ି ଧର୍ମଶାଳାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ପ୍ରାଣୀଧନ ଅଧିକାରୀ ଡ଼ା. ସୁବ୍ରତ କୁମାର ନାଏକ ଏବଂ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ
Read More...