pakka

ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ କାହ୍ନା ନର୍ସିରୀ ଠାରେ ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡ଼ିଶା ଯୁବା ମଂଚକୁ ଆହୁରି ବଳିଷ୍ଠ କରିବା ପାଇଁ ଆଲୋଚନା ହୋଇଥିବା ବେଳେ ଏଥିରେ ଉପସ୍ଥିତ ସଂଗ୍ରାମୀ ଭାଇ ମାନଙ୍କୁ ନୂଆ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି । ସ୍ଵତନ୍ତ୍ର କୋଶଲ୍ ରାଜ୍ୟ ଦାବୀକୁ ଆହୁରି ତୀବ୍ରତର କରିବା ପାଇଁ ସଂକଳ୍ପ ନିଆଯାଇଥିବା ବେଳେ ଆନ୍ଦୋଲନକୁ ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଯୁବ ପିଢିକୁ ସବୁକ୍ଷେତ୍ରରେ ସଚେତନ କରିବା ଓ ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ ପ୍ରତି ଆଗ୍ରହୀ କରିବା ନିମନ୍ତେ ଆଲୋଚନା କରାଯାଇଥିଲା ।

jay balangir
Leave A Reply

Your email address will not be published.

one + 13 =

error: Content is protected !!