ବିଜେଡିର ପାଟଣାଗଡ ବ୍ଲକ ସଭାପତି ଭାବେ ମନୋନୀତ ହେଲେ ହିମାଞ୍ଚଳ ପଧାନ

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀମତୀ ଟୁକନୀ ସାହୁଙ୍କ ଦ୍ୱାରା ବିଜେଡିର ପାଟଣାଗଡ ବ୍ଲକ ସଭାପତି ଭାବେ ମନୋନୀତ ହୋଇଛନ୍ତି ହିମାଞ୍ଚଳ ପଧାନ । ଏଥିପାଇଁ ଶ୍ରୀ ପଧାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନୀ ସାହୁ ଏବଂ ବିଧାୟକ ସରୋଜ ମେହେରଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

3 × three =