ବେଆଇନ ମଦ ଜବତ ସହ ଜଣେ ଗିରଫ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ମଦ ବ୍ୟବସାୟୀ ବଣ୍ଟି ନାଗ(୩୫) ଠାରୁ ମଦ ଜବତ କରିବା ସହ ତାକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଇଚ୍ଛାପଡା ଗାାଁ ବଣ୍ଟି ନାଗ ଏକ ବାଇକ ଯୋଗେ ବେଆଇନ ଭାବେ ମଦ ନେଇ ନିଜ ଗାଁକୁ ଯାଉଥିବା ବେଳେ ପୁଲିସ ସଂଦେହ କରି ତାଙ୍କୁ ଅଟକାଇ ପଚରାଉଚୁରା କରିଥିଲା । ତାଙ୍କ ପାଖରୁ ବିଦେଶୀ ମଦ ବାହାରିଥିବା ନେଇ କେସ୍‌ ନମ୍ବର ୨୯୦/୨୧ରେ ମାମଲା ରୁଜୁ କରିଥିବା ଏସ୍‌ଆଇ ପ୍ରଦୀପ ଦୁରୀଆ କହିଛନ୍ତି ।

Leave A Reply

Your email address will not be published.

eighteen + eleven =