କଲ୍ୟାଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ‘କଲ୍ୟାଣ’ ପକ୍ଷରୁ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବନେଇମୁଣ୍ଡା ଆବାସିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପକ୍‌ସୋ ଆଇନ ଏବଂ ବାଲ୍ୟ ବିବାହ ବନ୍ଦ ଉପରେ ସଚେତନତାକୁ ନେଇ ଆଲୋଚନା କରାଯାଇଥିଲା । ‘କଲ୍ୟାଣ’ ପକ୍ଷରୁ ରଶ୍ମି ନାୟକ, ଧର୍ମେନ୍ଦ୍ର ପଧାନ, ଆକାଶ ମେହେର ଓ ରୋସନ ପଟେଲ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

6 + six =

error: Content is protected !!