Daily Archives

ବଲାଙ୍ଗିର ଡିଏଫ୍‌ଓ ଅଫିସର ସିସିଟିଭି ଚୋରି ମାମଲାର ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ଅଫିସର ସିସିଟିଭି ଚୋରି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ଡିସେମ୍ବର ୯ ତାରିଖ ରାତିରେ ବଲାଙ୍ଗିର ଡିଏଫ୍‌ଓ ଅଫିସରୁ
Read More...

ସହରର ଠିକାଦାରପଡାରେ ଗୋଦାମ ଘର ତାଲାକାଟି ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ କଲେ ଠିକାଦାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଦିନକୁ ଦିନ ବଢି ବଢି ଚାଲୁଛି ଅପରାଧ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଦିନ ରାତି ପଇଁତରା ମାରୁଛି । ତା' ସତ୍ୱେ ଟାଉନ ଥାନା ନିକଟସ୍ଥ ଠିକାଦାରପଡା ସ୍କୁଲ ସମ୍ମୁଖରେ ଥିବା ଏକ ଠିକାଦାରଙ୍କ ଗୋଦାମ ଘରର ତାଲା କାଟି କିଛି
Read More...

ଅସ୍ତିତ୍ଵ ଓ ପିଇସିଟି.ର ମିଳିତ ଆନୁକୁଲ୍ୟରେ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମାଜସେବା ଅନୁଷ୍ଠାନ ଅସ୍ତିତ୍ଵ ଓ ପିଇସିଟି.ର ମିଳିତ ଆନୁକୁଲ୍ୟରେ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ମହାନ ନେତା , ଅଗଣିତ ଭାରତୀୟଙ୍କୁ ଦେଶ ସେବା ପାଇଁ ଆହ୍ୱାନ ଦେଇଥିବା ଆଜାଦ ହିନ୍ଦଫୌଜର ମହାନ ନାୟକ ଓ ଓଡ଼ିଶାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର
Read More...

ଆଇଏଏସ୍ କ୍ୟାଡର ନିୟମରେ ପରିବର୍ତ୍ତନ ପ୍ରସଙ୍ଗ : କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ମତଭେଦ, ଅନେକ ରାଜ୍ୟର ସିଏମ ମୋଦୀ…

ନୂଆଦିଲ୍ଲୀ : ଆଇଏଏସ୍ (କ୍ୟାଡର) ନିୟମ, ୧୯୫୪ରେ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବ ବିରୋଧରେ ବିଭିନ୍ନ ରାଜ୍ୟର ଅଣ-ବିଜେପି ସରକାର ଏକଜୁଟ ହୋଇଛନ୍ତି । ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ, କେରଳ, ତାମିଲନାଡୁ ସମେତ ଅନେକ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏ
Read More...

ଝାରସୁଗୁଡ଼ା ଏୟାର୍‌ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଆଜି ଝାରସୁଗୁଡ଼ା ଏୟାର୍‌ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏୟାର୍‌ପୋର୍ଟ ଡାଇରେକ୍ଟର ପୱନ କୁମାର ମଧ୍ୟ ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟମାନଙ୍କ ସହ ଉପସ୍ଥିତ ରହି ବୀର
Read More...

ଛତ୍ରପୁରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସହରରେ ଏକ ପ୍ରଭାତ ଫେରି ସାରି ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଭିଆଇପି ରୋଡ଼ ଏବଂ କୋର୍ଟ ଷ୍ଟେସନ ସାହି ନିକଟରେ ଅବସ୍ଥାପିତ ଜାତୀୟ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ
Read More...

ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତାମାନଙ୍କର ପ୍ରଥମ ବୈଠକ : ନେତାଜୀ ସୁବାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜଠାରେ ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତାମାନଙ୍କର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ବେଲାରସିଂ ଭୋଇ, ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ର ଉପରେ
Read More...

ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ : କହିଲେ – ଆଜି ଭାରତ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମାତାର ସାହସୀ ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ
Read More...

ଆସନ୍ତାକାଲି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୩୧ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବିନିକା ବୀରମହାରାଜପୁର,
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ସଭାପତି ଡ.ରଘୁନାଥ ପଣ୍ଡା ଓ
Read More...