Daily Archives

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ସର୍ବୋଦୟ ଓ ଭୂଦାନ ନେତା, ସମାଜସେବୀ, ସାହିତ୍ୟିକ, କବି, ନାଟ୍ୟକାର, ଅଭିନେତା କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ କବିଶ୍ରୀ କଲ୍‌ଚର୍‌ ଭଇଁଷା ଠାରେ ଆଜି ଏକ ପ୍ରସ୍ତୁତି ବୈଠକ
Read More...

ଅପ୍ରତିଦ୍ଵନ୍ଦୀ ଭାବେ ସସ୍ମିତା ହେଲେ ପପଙ୍ଗା ପଞ୍ଚାୟତର ସରପଞ୍ଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଭେଡେନ ବ୍ଲକ ପପଂଗା ପଂଚାୟତରେ ଏକ ମାତ୍ର ପ୍ରାର୍ଥିନୀ ଭାବେ ସସ୍ମିତା ହୋତା ମନୋନୟନ ପତ୍ର ଦାଖଲ କରି ଅପ୍ରତିଦ୍ଵନ୍ଦୀ ରହିଛନ୍ତି । ପୂର୍ବତନ କଂଗ୍ରେସ ନେତା ସ୍ଵର୍ଗତ ସିତାରାମ ହୋତାଙ୍କ ପୁତ୍ର ବଧୂ ସସ୍ମିତା ହୋତା ସରପଞ୍ଚ ପ୍ରାର୍ଥିନୀ ହୋଇଥିଲେ ।
Read More...

ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଜାଜ୍ଞାସ୍ୱର ବାବୁ । ଏନେଇ ପ୍ରଦେଶ
Read More...

ଇସ୍ପାତ ମାର୍କେଟରେ ନେତାଜୀଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ କରୋନା ନିୟମ ଅନୁଯାୟୀ ପାଳନ କରାଯାଇଛି । କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଭାପତିତ୍ୱ ଓ ବଣିକ ସଂଘର ସାଧାରଣ ସଂପାଦକ ମୁରଲିଧର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଶକ୍ତିନଗର ଛକଠାରେ ପାଳନ କରାଯାଇଛି । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

କାଇଁଚ ମିଡିଆ ଦ୍ୱାରା ପ୍ରସ୍ତୁତ ଏକ ସର୍ଟ ଫିଲ୍ମ ‘ଦେଖ ବୁତଲ କେଁଚଲି’ର ପ୍ରିମିୟର ସୋ

ବଲାଙ୍ଗିର, (କେପିଏନଏସ) : କାଇଁଚ ମିଡିଆ ଦ୍ୱରା ପ୍ରସ୍ତୁତ ଏକ ସର୍ଟ ଫିଲ୍ମ 'ଦେଖ ବୁତଲ କେଁଚଲି'ର ପ୍ରିମିୟର ସୋ ଗେଲେକ୍ସି ଟିଉଟୋରିଆଲର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହାର ପ୍ରଯୋଜକ ଗୋପୀନାଥ ଦଣ୍ଡସେନାଙ୍କ ଆୟୋଜନରେ ଓ ପ୍ରକାଶ ଚନ୍ଦ୍ର ଥନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି
Read More...

ରାଜ୍ୟରେ ସମୁଦାୟ ୮ ହଜାର ୪୪୮ଟି ପ୍ରାର୍ଥୀ ପତ୍ର ନାକଜ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନାମାଙ୍କନ ପତ୍ର ଯାଞ୍ଚ ପ୍ରକିୟା ପରେ ରାଜ୍ୟରେ ସମୁଦାୟ ୮ହଜାର ୪୪୮ଟି ନାମାଙ୍କନ ପତ୍ର ନାକଜ ହୋଇଛି । ୱାର୍ଡ ମେମ୍ବର ପଦବୀ ପାଇଁ ୫୫୪୪, ସରପଞ୍ଚ ପଦବୀର ସରପଞ୍ଚ ପଦବୀର ୧୭୫୩, ପଞ୍ଚାୟତ ସମିତି ସଭ୍ୟ ପଦବୀର ୧୧୧୯ ଓ ଜିଲ୍ଲା ପରିଷଦ ସଭ୍ୟ ପଦବୀର ୨୩୨ଟି
Read More...

ଗନ୍ଦିଆ ବ୍ଲକ ସନ୍ଥପୁର ପଂଚାୟତରେ ଆଶାୟୀ ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ସନ୍ଥପୁର ଗ୍ରାମ ପଂଚାୟତ ସନ୍ଥସରା ଗ୍ରାମର ଆଶାୟୀ ସରପଞ୍ଚ ପ୍ରାର୍ଥିନୀ ପୁଷ୍ପଲତା ସାମଲ । ତାଙ୍କର ପାର୍ଥୀପତ୍ର ସନ୍ଥପୁର ପଂଚାୟତ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଦାଖଲ କରିଛନ୍ତି । ଆଗାମୀ ଦିନରେ ପଂଚାୟତବାସୀଙ୍କ ସହଯୋଗ
Read More...

ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ସହ କବିତା ଆସର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ଅନୁଷ୍ଠାନରେ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତାରେ ବହୁଛି କେନାଲ ପାଣି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଟୁକୁର୍ଲ୍ଲାକୁ ଯାଇଥିବା ରାସ୍ତା ବରଡୋଲ କେନାଲ ଛକ ନିକଟରେ ରାସ୍ତା ଉପରେ ପ୍ରତ୍ୟକ ଦିନ କେନାଲ ପାଣି ବହୁ ଥିବାରୁ ରାସ୍ତା ଖରାପ ହେବା ସହିତ ଅନେକ ଛୋଟ ବଡ ଦୁର୍ଘଟଣା ଘଟୁଛି । ରାସ୍ତା ଉପରେ ବହୁଥିବା ପାଣି ବନ୍ଦ
Read More...