pakka

ଝାରସୁଗୁଡ଼ା ଏୟାର୍‌ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

bbehera

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଆଜି ଝାରସୁଗୁଡ଼ା ଏୟାର୍‌ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏୟାର୍‌ପୋର୍ଟ ଡାଇରେକ୍ଟର ପୱନ କୁମାର ମଧ୍ୟ ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟମାନଙ୍କ ସହ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭାରତର ମୁକ୍ତି ସଂଗ୍ରାମରେ ତାଙ୍କ ବଳିଦାନକୁ ମନେ ପକାଇଥିଲେ ।

Leave A Reply

Your email address will not be published.

twenty + 17 =