ଇବ ନଦୀ ପ୍ରଦୂଷଣ ଓ ବେଆଇନ୍ ଭୂତଳ ଜଳ ଉତ୍ତୋଳନ ଅଭିଯୋଗ ଘଟଣା : ଯୁଗ୍ମ କମିଟି ଗଠନ କରି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ…
ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଇବ ନଦୀର ସୁରକ୍ଷା ଏବଂ ପରିବେଶ ପ୍ରଦୂଷଣକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ କୋଲକାତା ସ୍ଥିତ ପୂର୍ବାଞ୍ଚଳ ବେଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଦାୟର ହୋଇଥିଲା । ଆବେଦନକାରୀ ଦିଗମ୍ବର ଭୋଇ!-->…
Read More...
Read More...