Browsing Tag

jharsuguda news

ବାଘ ଆତଙ୍କ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଖେଳାଇଥିବା ଖବର ମିଳିଛି । କଲରାପତରିଆ ବାଘଟି ବେହେରାମାଲ, ଜାମବେର୍ଣ୍ଣା, ରେମଣ୍ଡା, ଢୋଲବାହାଲ, ଯମୁନା, ବାଲିକୁଦଲି, ଅଁଳାଝରନ ଆଦି ଅଞ୍ଚଳରେ ବୁଲାବୁଲି କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଜାମବେର୍ଣ୍ଣା
Read More...

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରାକ୍ଟର

ଝାରସୁଗୁଡ଼ା : ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ । ଝାରସୁଗୁଡା ଜିଲ୍ଲା କଟାପାଲି ନିକଟରେ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ସହ କଟାପାଲି ନିକଟରେ ଟ୍ରାକ୍ଟର ଧକ୍କା ଦେବାରୁ ଭାରସାମ୍ୟ
Read More...

ବେଲପାହାଡ଼ରେ ଦୁର୍ଘଟଣା : ୩ ମୃତ

ଝାରସୁଗୁଡ଼ା : ଆଜି ସକାଳୁ ୪୯ ନଂ ଜାତୀୟ ରାଜପଥର ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡପଡ଼ାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଖବର ଅନୁସାରେ, ଲଖନପୁର
Read More...

କୁହୁଡ଼ି ଲାଗି ଦୁର୍ଘଟଣା : ୧ ମୃତ

ଝାରସୁଗୁଡା : ଝାରସୁଗୁଡ଼ା ଜାତୀୟ ରାଜପଥ ୪୯ ବେଲପାହାଡ-ଗାନ୍ଧୀ ଛକ ରାସ୍ତା ଆମ୍ବଦରହ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜାତୀୟ ରାଜପଥ ବେଲପାହାଡ଼-ଗାନ୍ଧୀ ଛକ ରାସ୍ତା ଆମ୍ବଦରହ ନିକଟରେ
Read More...

ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ, ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଳରାପତରିଆ ବାଘ ଦେଖାଦେଇଛି । ଏହି କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରୁ ମିଳିଥିଲା । ବର୍ତ୍ତମାନ ମଧ୍ୟ କଳରାପତରିଆ ବାଘଟି ପିକୋଲ
Read More...

ବେଦାନ୍ତ ସିପିପିର କନ୍‌ଭେୟର୍‌ ବେଲ୍ଟ୍‌ରେ ଚାପି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ଝାରସୁଗୁଡା, (କେପିଏନ୍‌ଏସ୍‌) : ବେଦାନ୍ତ ସିପିପିର କନ୍‌ଭେୟର୍‌ ବେଲ୍ଟରେ ଚାପି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଡ୍ରାଇଭର ଜଣକ ହେଲେ ଝାରଖଣ୍ଡ ଅଞ୍ଚଳର ଇଫ୍‌ତିକର ଅନସାରୀ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡ୍ରାଇଭର ଜଣକ କୋଇଲା ଅନଲୋଡ଼ କଲା
Read More...

ଇବ୍‌ଥର୍ମାଲ ଡବ୍ଲୁଆଇ କଲୋନୀରେ କୂଅରେ ପଡ଼ି ବୃଦ୍ଧା ମୃତ

ଝାରସୁଗୁଡ଼ା : କୂଅରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଇବ୍‌ଥର୍ମାଲ ଡବ୍ଲୁଆଇ କଲୋନୀରେ କୂଅରେ ପଡ଼ି ସୁବାସିନୀ କେଛୋ(୬୯)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କ ଗୋଡ଼ ଖସି ଯିବାରୁ ଘର ଅଗଣାରେ ଥିବା ଏକ କୂଆରେ ସୁବାସିନୀ ପଡ଼ି ଯାଇଥିଲେ । ପରିବାର ଲୋକ ଉଦ୍ଧାର
Read More...

ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ‘ମହାନଦୀ ସତ୍ୟାଗ୍ରହ’

ଝାରସୁଗୁଡା : ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ କରାଯାଉଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କଲମାଠାରେ ବ୍ୟାରେଜ କରି ଛତିଶଗଡ଼ ମହାନଦୀ ପାଣି ରୋକିବା ପରେ ଅଣ ମୌସୁମୀ ସମୟରେ ଓଡିଶାରେ ମହାନଦୀ ଶୁଖିଲା ରହୁଛି । ଫଳରେ
Read More...

ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ଦୀପାଳି ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବିଜୁ ଜନତା ଦଳରର ପ୍ରାର୍ଥୀ ଦୀପାଳି ଦାସଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ
Read More...

ଝାରସୁଗୁଡ଼ାରେ ବାଜି ମାରିନେଲା ବିଜେଡ଼ି

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ବାଜି ମାରିନେଇଛି ବିଜେଡ଼ି । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳି । ୨୦୧୯ ସାଧାରଣ ନିର୍ବାଚନରେ ନବ ଦାସ ୪୫ ହଜାର ୬୯୯ ଭୋଟରେ ଜିତିଥିବା ବେଳେ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟରେ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ାରେ ବି ବିଜେଡ଼ି ସୁପ୍ରିମୋ
Read More...