Browsing Tag

jharsuguda news

ସ୍କୁଟିକୁ ଧକ୍କା ଦେଲା ଡିଜେ ଗାଡ଼ି : ୨ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ - ଗୁମାଡେରା ରାସ୍ତାର ମାଉସୀ ମା’ ମନ୍ଦିର ନିକଟରେ ଏକ ଡିଜେ ଗାଡ଼ି (ଓଡି ୨୩ ଏଫ୍‌ ୩୩୭୦) ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ଅଇଁଲାପଡ଼ାର ନୂଆଦେଇ କିଷାନ(୫୦) ଓ…
Read More...

ବଣିପାହାଡ ପଡିଆରେ ପଡିଛି ୩ ମୃତଦେହ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବଣିପାହାଡ଼ ନିକଟରେ ଅଭାବନୀୟ ଘଟଣା । ବଣିପାହାଡ ନିକଟରେ ଥିବା ପଡିଆରୁ ତିନି ଜଣଙ୍କର ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ବଣିପାହାଡ଼ ନିକଟରେ ଥିବା ଏକ ପଡିଆରେ ତିନି ଜଣଙ୍କର…
Read More...

ଝାରସୁଗୁଡାର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ବିଜେପି ସରକାର ହେଲେ ଝାରସୁଗୁଡାରେ ପାଉଁଶ ସମସ୍ୟା ଦୂର ହେବମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଦୀର୍ଘ ବର୍ଷ ଧରି ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତିପାନୀୟ ଜଳ, ଜଳସେଚନ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ଦୋହରାଇଲେ କେନ୍ଦ୍ରମନ୍ତ୍ରୀଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି କହିଲେ…
Read More...

ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡ଼ିଦେଲା ସ୍ୱାମୀ

ଝାରସୁଗୁଡ଼ା : ପାରିବାରିକ କଳହକୁ ନେଇ ଝଗଡ଼ା ପରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡ଼ିଦେଲା ସ୍ୱାମୀ। ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମହୁଲପଡ଼ା - ଚିଠୁଆପଡ଼ାରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି । ସସ୍ମିତା ଓରାମ(୧୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର…
Read More...

ଟ୍ରେନ୍‌ରୁ ଗଳିପଡ଼ି ଜଣେ ଯୁବକ ମୃତ

ଝାରସୁଗୁଡ଼ା : ବେଲପାହାଡ଼ ରେଳ ଷ୍ଟେସନ୍‌ରୁ ମାତ୍ର ୨ କିମି ଦୂରରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନିକଟରୁ ମିଳିଥିବା ଆଧାରକାର୍ଡର ସୂଚନା ଅନୁସାରେ ସେ ବାଘମୁଣ୍ଡାର ଅଜୟ କାଲୋ(୨୬) ବୋଲି ଅନୁମାନ କରାଯାଉଛି । ଏନେଇ ଜିଆର୍‌ପି ପୁଲିସ୍‌ ଏକ ମାମଲା ରୁଜୁ…
Read More...

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନ ସମ୍ମୁଖରେ ଥିବା ଗୁରମିତ ହୋଟେଲରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ଥାନୀୟ କକ୍ସ କଲୋନୀର ରାଜୁ କୁମାର(୨୮) ବିଦ୍ୟୁତ୍‌ ଆଘାତରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
Read More...

ଜୁଆ ଆଡ୍ଡାରେ ପୋଲିସର ବଡ଼ଧରଣର ଚଢାଉ

ଝାରସୁଗୁଡ଼ା : ବଡ଼ଧରଣର ଜୁଆ ଆଡ୍ଡା ଉପରେ ଟାଉନା ଥାନା ପୋଲିସର ଚଢାଉ । ସୋମବାର ବିଳମ୍ବିତ ରାତିରେ ପୁରୁଣାବସ୍ତିରେ ଜୁଆ ଆଡ୍ଡା ଚାଲିଥିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ତୁରନ୍ତ ଚଢାଉ କରିଥିଲା ଟାଉନ୍‌ ଥାନା ପୋଲିସ । ଆଉ ଏହି ଚଢାଉରେ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା…
Read More...

ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ : ୧ ଗିରଫ

ଝାରସୁଗୁଡ଼ା : ସଦର ଥାନା ଅନ୍ତର୍ଗତ ତେଲିଭଟା, କବରସ୍ଥାନପଡ଼ା ହନୁମାନ ମନ୍ଦିର ନିକଟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ସୂଚନା ପାଇ ପୁଲିସ୍‌ ଚଢ଼ାଉ କରିଥିଲା । ଯାଞ୍ଚ ସମୟରେ ପୁଲିସ୍‌ ଉକ୍ତ ସନ୍ଦିଗ୍ଧ ଯୁବକ ପିନ୍ଧିଥିବା ଜ୍ୟାକେଟ୍‌ରୁ ୧୮.୨୯ ଗ୍ରାମ ଓଜନର…
Read More...

ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ

ଝାରସୁଗୁଡ଼ା : ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ । ଝାରସୁଗୁଡ଼ା ତେଲିଭଟାରୁ ବିପୁଳ ପରିମାଣର ବ୍ରାଉନ୍‌ସୁାଗର ଜବତ ହୋଇଥିବା ଖବର ମିଳିଛି । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ତେଲିଭଟାରେ ଚଢାଉ କରିଥିଲା ସଦର ଥାନା ପୋଲିସ । ଏହି…
Read More...

୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ

ଝାରସୁଗୁଡା : ଛାତ୍ରମାନଙ୍କ ପକ୍ଷରୁ ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଯୋଗୁଁ ଆଜି ଛାତ୍ର ସାମୁଖ୍ୟର କର୍ମକର୍ତ୍ତାମାନେ ପୁରୁଣା ବସଷ୍ଟାଣ୍ଡ ଛକରେ ପିକେଟିଂ କରୁଛନ୍ତି । ବନ୍ଦ ଡାକରା ଯୋଗୁଁ ସକାଳୁ ସକାଳୁ ସହରର ଦୋକାନ ବଜାର ବନ୍ଦ ରହିଥିଲା ବେଳେ ବାସ…
Read More...