pakka
Daily Archives

ଶୈଳଶ୍ରୀ ପ୍ୟାଲେସ୍‌ ଠାରେ ଅନୁଷ୍ଠିତ ବିଜେପି ମହିଳା ମୋର୍ଚ୍ଚା ସମାବେଶରେ ସାମିଲ ହେଲେ ରାଜସ୍ଥାନ ଉଦୟପୁରର ମହାରାଣୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ୍‌ରେ ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବବର୍ଷ ଅବସରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜସ୍ଥାନ ଉଦୟପୁରର ମହାରାଣୀ ତଥା ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ
Read More...

କିଷାନ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ କିଷାନ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣୀ ନାଗଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକଙ୍କ ନେତୃତ୍ୱରେ
Read More...

କରୁଆଁଝର ହାଇସ୍କୁଲର ୧୯୯୨ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ୍ ଅନ୍ତର୍ଗତ କରୁଆଁଝର ସ୍ଥିତ ଶ୍ରୀ ରାମଚନ୍ଦ୍ର ହାଇସ୍କୁଲର ୧୯୯୨ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ୩୦ ବର୍ଷ ପରେ ପୁରାତନ ଛାତ୍ର ବିଶ୍ଵେଶ୍ଵର ନନ୍ଦ, ବେଣୁଧର ସାହୁ ଓ ଯୁଧିଷ୍ଠିର ପ୍ରଧାନୀଙ୍କ ଆହ୍ମାନ
Read More...

ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡଃ ଅଶୋକ କୁମାର ମହାନ୍ତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଶିକ୍ଷାବିତ୍‌ ପୂର୍ବ ଆର୍‌ଇସି ଓ ବର୍ତ୍ତମାନର ଏନ୍‌ଆଇଟିର ପ୍ରାକ୍ତନ ଅଧ୍ୟକ୍ଷ, ଭାରତର ଜଣେ ଜଣାଶୁଣା ଧାତୁବିଜ୍ଞାନ ବିଶାରଦ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଗବେଷଣା ପାଇଁ ପ୍ରସିଦ୍ଧ ପ୍ରଫେସର ଡଃ ଅଶୋକ କୁମାର ମହାନ୍ତିଙ୍କ ହୃଦଘାତରେ ପରଲୋକ
Read More...

ପକ୍ଷାଘାତ ରୋଗରେ ପୀଡିତ ଦିବ୍ୟାଙ୍ଗ ପାଇଲେ ଟ୍ରାଇ ସାଇକେଲ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଗଣ୍ଡବାନ୍ଦୋପଳା ଗାଁର ଭିକ୍ଷା ନାଏକ ଗତ କିଛିବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ୍‌ ସେ ଘରେ ରହିପାରୁଛନ୍ତି ।
Read More...

ବିଜେପିର ବିସ୍ତାରକ ପ୍ରଶିକ୍ଷଣ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଆଜି ବିଜେପିର ନର୍ଲା ନିର୍ବାଚନ ମଣ୍ଡଳୀସ୍ତରୀୟ ବିସ୍ତାରକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ମଣ୍ଡପ ସଭାପତି ପ୍ରତାପ ଚନ୍ଦ୍ର ରଣାଙ୍କ ସଭାପତିତ୍ୱରେ ହୋଇଥିବା ଏହି
Read More...

୨୦ ମିନିଟ୍ ପାଇଁ ପ୍ରତିଦିନ ଏହି କାମ କରନ୍ତୁ : ନିଜର ଇମ୍ୟୁନିଟି ପାୱାର ବଢ଼ାନ୍ତୁ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରହିବା, ମାସ୍କ ପିନ୍ଧିବା ଏବଂ ଏହିପରି ଖାଦ୍ୟକୁ ନିଜ ଖାଇବା ବେଳେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ, ଯାହା ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇ ପାରିବ । ବାସ୍ତବରେ,
Read More...

ଆସନ୍ତା କାଲି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ୩୯ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବିନିକା ବୀରମହାରାଜପୁର,
Read More...

ଲଳିତ ଥିଲେ ସର୍ବହରାର ଆଶା ଓ ବିଶ୍ୱାସର ପ୍ରତୀକ

ଲଳିତ ନାୟକ ସ୍ମୃତି ସପ୍ତାହ ଉଦ୍‌ଘାଟିତ : ମେଗା ରକ୍ତଦାନ ଶିବିରରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ, ଟ୍ରେଡ ୟୁନିୟନ ନେତା, ସୁସଙ୍ଗଠକ ତଥା ସର୍ବହରାର ସାଥୀ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବୁଧବାର
Read More...

ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ ଲାଇନ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ଏଥିରେ କେବଳ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏଥିର ଆୟୋଜିତ ହେବ ପ୍ୟାରେଡ୍‌ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି
Read More...