Daily Archives

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୩ ତମ ସାଧାରଣନ୍ତ୍ରତ ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି
Read More...

ସଇଁନ୍ତଲା ଅଞ୍ଚଳରେ କୁଆ ପଥର ବର୍ଷା : ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଥିବା ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି । ଯାହା ଫଳରେ ଚାଷୀଙ୍କ ମଣ୍ଡିରେ ପଡିଥିବା ଧାନ ଓ ବ୍ୟାପକ ପନିପରିବା କ୍ଷୟକ୍ଷତି ହୋଇଯାଇଛି । ଯାହାକୁ ନେଇ ଚାଷୀ ଦୁଃଖରେ ଭାଙ୍ଗି
Read More...

କବିତା : ନାଆ

ରାମକୃଷ୍ଣ ଏଇ ନାଆ ଖଣ୍ଡିକମୋର ଏକମାତ୍ର ସମ୍ବଳଯାହା ସହିତ ଓହ୍ଲାଇ ଦିଆଗଲା ମୋତେଏ ଅଜ୍ଞାତ ନଈ କୂଳରେଯାହାକୁ ବାହି ନେବାକୁ ହେବବଢିଲା ସ୍ରୋତରେ ସମୁଦ୍ରକୁଆଗକୁ ତାପରେପାରି ହେବାକୁ ଅଛି ସାତଟି ସମୁଦ୍ରଯାହାର କୂଳ କିନାରା, ବ୍ୟାପ୍ତି ଓ ଗଭୀରତାକିଛି ଜଣା ନାହିଁ ମୋତେ । ଶୈଶବରେ ଏ
Read More...

ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ଯ୍ୟ : ବିରଞ୍ଚି ନାରାୟଣ ପଟ୍ଟନାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ୟ୍ୟ ବୋଲି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଶ୍ରୀ ରାୟଙ୍କ ୬୯ତମ ଜୟନ୍ତୀ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ କହିଛନ୍ତି । ହନୁମାନ ବାଟିକାଠାରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ : ଆସନ୍ତୁ ଜାଣିବା, କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ., ବାବୁଫାସଡ଼ ଗ୍ରା.ପ., ରିନ୍‌ବଚନ ଗ୍ରା.ପ. ବୁଦୁଲା ଗ୍ରା.ପ., ଉପରବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ
Read More...

ଶୁଲିଆ ପୀଠରେ ନରସିଂହ : ଦର୍ଶନ କରି ଲୋକଙ୍କ ମଙ୍ଗଳ କାମନା କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ଶୁଲିଆ ପୀଠକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପହଞ୍ଚି ଶୁଲିଆ ବୁଢାଙ୍କ ଦର୍ଶନ କରିଥିଲେ । ପ୍ରଚୀନ କାଳରୁ କନ୍ଧ ଆଦିବାସୀମାନଙ୍କର ଏହି ପବିତ୍ର ପୀଠରେ କନ୍ଧ ଆଦିବାସୀମାନେ ନିଜର ମାନସିକ ପୂରଣ ପାଇଁ ଶୁଲିଆ ପୀଠରେ ବିଭିନ୍ନ ପ୍ରକାର ପଶୁ,
Read More...

ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରୁଗୁଡିପଡା ମୂଳନିବାସୀ ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ର (୬୯)ଙ୍କ ହୃଦଘାତ ଯୋଗୁଁ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କୁ ଛାଡି ଚାଲିଯାଇଛନ୍ତି । ଶ୍ରୀ ମିଶ୍ରଙ୍କ ଧର୍ମପତ୍ନୀ ଡ.
Read More...

ଶୀତ ବେଳେ ବର୍ଷା, ଥରୁଛି ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୀତ ସମୟରେ ବଲାଙ୍ଗିର ସହରରେ ଜାରି ରହିଛି ବର୍ଷା । ଥରୁଛି ବଲାଙ୍ଗିର । ପୁଣି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ତେବେ କଳାହାଣ୍ଡି, ବରଗଡ଼,
Read More...

ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସ୍ଥାନ ଅପୁରଣୀୟ ରହିବ

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲ୍ଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା
Read More...

ରେକର୍ଡ ଭାଙ୍ଗିଲା ବିଦେଶୀ ପକ୍ଷୀଙ୍କ ଆଗମନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଡେବ୍ରିଗଡ ଅଭୟାରଣ୍ୟ ପରିଧି ମଧ୍ୟରେ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା ରିପୋର୍ଟକୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ୧୯ ନୂତନ
Read More...